ରାଜ୍ୟରେ ଦିନ ୨ଟାରୁ ବନ୍ଦ ହେବ ବଜାର

ଭୁବନେଶ୍ୱର,୩୦।୪: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ଟାରୁ ଦୋକାନ ବଜାର ବନ୍ଦ ରଖିବାକୁ ରାଜ୍ୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଏନେଇ ମହାସଂଘ ରାଜ୍ୟ ସରକାରଙ୍କୁ ଅବଗତ କରିଥିବା ସମ୍ପାଦକ ସୁଧାକର ପଣ୍ଡା ଏହି ସୂଚନା ଦେଇଛନ୍ତି।

Share