ମାରୁତି ସୁଜିକି ଆରେନା’ର ‘ଦି ନ୍ୟୁ ଓ୍ବାଗନର’ର ଉନ୍ମୋଚିତ

ଭୁବନେଶ୍ୱର,୮ା୩ :ଦେଶର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜିକି ଆରେନା’ର ବହୁ ପ୍ରତିକ୍ଷୀତ ‘ଦି ନ୍ୟୁ ଓ୍ବାଗନର’ ମଡେଲର ବଜାର ପ୍ରବେଶ ସମ୍ପର୍କରେ ନିକଟରେ ଘୋଷଣା କରାଯାଇଥିଲା। ଅତ୍ୟାଧୁନିକ ଜ୍ଞାନକୌଶଳ ସହ ସରକାରଙ୍କ ନୂତନ ଯାନବାହନ ନିୟମ ଅନୁଯାୟୀ ପ୍ରସ୍ତୁତ କରାଯାଇଛି। ସେମବାର ଏହି ନୂତନ ମଡେଲ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ପଏଣ୍ଟ ନାରାୟଣୀ ମୋଟର୍ସ ପ୍ରା.ଲି ପରିସରରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ କାନାରା ବ୍ୟାଙ୍କ ଡିଭିଜନାଲ ମ୍ୟାନେଜର କୁମାର ସଞ୍ଜିବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ବଜାର ପ୍ରବେଶ ଓ ଅନାବରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାରାୟଣୀ ମୋର୍ଟସର ଜିଏମ୍‌ କୌଶିକ ଓଝା, ସେଲସ ମ୍ୟାନେଜର ବିପିନ ସେଠୀ ଓ ସଞ୍ଜୀବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ପୁରୁଣା ନାରେ ନୂଆ ରଙ୍ଗ ଓ ଜ୍ଞାନକୌଶଳ ସହ ଅତ୍ୟାଧୁନିକ ସୁବିଧା ସୁଯୋଗର ସମ୍ଭାର ଉପଲବ୍ଧ ରହିଛି। ସେହିଭଳି ଏହି ମଡେଲ ଭିନ୍ନ ଭିନ୍ନ ଭାରିଆଣ୍ଟ ସହ ୬ଟି ରଙ୍ଗରେ ସୁଜ୍ଜିତ ଓ ଆକର୍ଷଣୀୟ ଡିଜାଇନ ଗ୍ରାହକଙ୍କୁ ଆକୃଷ୍ଟ କରିବ ବୋଲି ଓଝା ମତବ୍ୟକ୍ତ କରିଛନ୍ତି। ସେହିପରି ଏହାର ମୂଲ୍ୟ ମଧ୍ୟ ସବୁ ବର୍ଗର ଗ୍ରାହକଙ୍କୁ ସୁହାଇଲା ଭଳି ରହିଛି। ଏହା ଏକ୍ସ ଶୋରୁମ ମୂଲ୍ୟ ୫.୪ରୁ ୭.୧ ଲକ୍ଷ ରହିଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Passport Apply: ଅନ୍‌ଲାଇନ୍‌ରେ ପାସପୋର୍ଟ ପାଇଁ କିଭଳି କରିବେ ଆବେଦନ? କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିର ଡିଜିଟାଲ ଯୁଗରେ, ପାସପୋର୍ଟ କରିବା ବହୁତ ସହଜ ହୋଇଯାଇଛି। କାରଣ ଜଣେ ଘରେ ବସି ଅନଲାଇନ୍‌ରେ ପାସପୋର୍ଟ ପାଇଁ ଆବେଦନ କରିପାରିବେ। ଏଠାରେ...

ବଜାରକୁ ଆସିଲା Royal Enfieldର ସବୁଠୁ ଶସ୍ତା ବାଇକ୍‌, କ୍ଲାସିକ୍‌ ୩୫୦କୁ ଦେବ ଟକ୍କର  

ନୂଆଦିଲ୍ଲୀ,୨୬।୪: ବାଇକ ଚାଳକଙ୍କ ମଧ୍ୟରେ ଡୁଗ୍‌-ଡୁଗ୍‌ ସାଉଣ୍ଡ ପାଇଁ ଜଣାଶୁଣା କମ୍ପାନୀ ରୟାଲ ଏନଫିଲ୍ଡ ଏହାର ସବୁଠାରୁ ଶସ୍ତା ବାଇକ ଲଞ୍ଚ କରିଛି। ଏହାର ଏକ୍ସ-ସୋରୁମ...

ସାନ ପୁଅଙ୍କ ଉପରେ ଖୁସି ହୋଇ ବଡ଼ ନିଷ୍ପତ୍ତି ନେଲେ ମୁକେଶ ଅମ୍ବାନୀ! ୫ ବର୍ଷ ଲାଗି ଅନନ୍ତଙ୍କୁ ଦେଇଦେଲେ ଏହି ଦାୟିତ୍ୱ 

ନୂଆଦିଲ୍ଲୀ,୨୬।୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (RIL)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ 2022 ମସିହାରେ ହିଁ ତାଙ୍କ ୩ ପିଲାଙ୍କ ମଧ୍ୟରେ କମ୍ପାନୀର ବିଭିନ୍ନ ବ୍ୟବସାୟର ଦାୟିତ୍ୱ...

ଜବରଦସ୍ତ ସ୍ମାର୍ଟଫୋନ୍‌ ଲଞ୍ଚ କଲା Realme! ୬,୦୦୦mAh  ବ୍ୟାଟେରୀ ସହ ମିଳିବ IP୬୯ ରେଟିଂ, ଜାଣନ୍ତୁ ମୂଲ୍ୟ  

ନୂଆଦିଲ୍ଲୀ,୨୫।୪: Realme ଭାରତରେ ଏହାର ନୂତନ ମଧ୍ୟମ-ରେଞ୍ଜ ଫୋନ Realme ୧୪T ୫G ଲଞ୍ଚ କରିଛି। ଏହି ଫୋନଟି ୬,୦୦୦mAh ବ୍ୟାଟେରୀ ଏବଂ ୪୫W ଫାଷ୍ଟ...

ଆପଲ୍ ଆସନ୍ତା ବର୍ଷ ସୁଦ୍ଧା ଆମେରିକାରୁ ସମ୍ପୂର୍ଣ୍ଣ ଆଇଫୋନ୍ ଫ୍ୟାକ୍ଟ୍ରି ଭାରତ ସ୍ଥାନାନ୍ତର କରିପାରେ: ରିପୋର୍ଟ

ନୂଆଦିଲ୍ଲୀ,୨୫।୪: ଆପଲ୍ କମ୍ପାନୀ ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୬ ସୁଦ୍ଧା ଆମେରିକା ବଜାର ପାଇଁ ସମ୍ପୂର୍ଣ୍ଣ ଆଇଫୋନ୍ ଆସେମ୍ବଲିକୁ ଭାରତକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି...

୧୦୦୦ ପଏଣ୍ଟ ହ୍ରାସ ପାଇଲା ସେନସେକ୍ସ: ପ୍ରାରମ୍ଭିକ ଉତ୍ସାହ ସତ୍ତ୍ୱେ ଷ୍ଟକ୍ ବଜାରରେ ହ୍ରାସର କାରଣ କ’ଣ?

ମୁମ୍ବାଇ,୨୫।୪: ଭାରତୀୟ ଷ୍ଟକ୍ ବଜାର ଆଜି ପୁଣି ଏକ ବଡ଼ ଧରଣର ହ୍ରାସର ସମ୍ମୁଖୀନ ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନସେକ୍ସ ୧୦୦୦ ପଏଣ୍ଟରୁ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ଏତିକି ବଢ଼ିପାରେ ଆପଣଙ୍କ ଦରମା

ନୂଆଦିଲ୍ଲୀ,୨୪।୪: ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ ସେମାନଙ୍କ ଦରମାରେ ଏକ ବଡ଼ ବୃଦ୍ଧି ଘଟିବ।...

Gold: ସୁନାଦର ଖସିବା ଭିତରେ ଆସିଲା ବଡ଼ ଖବର: ଅକ୍ଷୟ ତୃତୀୟାରେ ଏତେ ଶସ୍ତାରେ ମିଳିବ ସୁନା! ମେକିଂଚାର୍ଜ ପାଇଁ…

ନୂଆଦିଲ୍ଲୀ,୨୩।୫: ଅକ୍ଷୟ ତୃତୀୟା ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହି ଦିନ ସୁନା କିଣିବା ବହୁତ ଶୁଭ ବୋଲି ବିବେଚନା କରାଯାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image