Posted inଜାତୀୟ

ମଞ୍ଚ ଉପରେ ପଡିଗଲେ ମନ୍ତ୍ରୀଙ୍କ ସ୍ତ୍ରୀ

କାନପୁର,୨୭।୬: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରର ମନ୍ତ୍ରୀ ସଞ୍ଜୟ ନିଶାଦ ଆଜି ତାଙ୍କ ସ୍ତ୍ରୀଙ୍କ ସହିତ ନିଶାଦ ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ କାନପୁରରେ ପହଞ୍ଚିଥିଲେ। ତାଙ୍କ ସହ ମନ୍ତ୍ରୀଙ୍କ ସ୍ତ୍ରୀ ମାଳତି ନିଶାଦ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ମଞ୍ଚ ଉପରେ ମାଲ୍ୟାର୍ପଣ କରିବା ସମୟରେ ହଠାତ୍‌ ମନ୍ତ୍ରୀ ସଞ୍ଜୟ ନିଶାଦଙ୍କ ସ୍ତ୍ରୀ ମଞ୍ଚ ଉପରେ ପଡ଼ିଯାଇଥିଲେ।

ସେ ମଞ୍ଚ ଉପରେ ପଡ଼ିବା ମାତ୍ରେ ମଞ୍ଚରେ ହୋହଲ୍ଲା ଦେଖାଦେଇଥିଲା। ମାଳତି ଯନ୍ତ୍ରଣାରେ କାନ୍ଦି ପକାଇଲେ। ଏହା ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରି ଚେତାଶୂନ୍ୟ ହୋଇଗଲେ। ତୁରନ୍ତ ତାଙ୍କୁ କାନପୁରର କାର୍ଡିଓଲୋଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି।
ହସ୍ପିଟାଲର ନିର୍ଦ୍ଦେଶକ, ସିନିୟର ହାର୍ଟ ସର୍ଜନ କାର୍ଡିଓଲୋଜି ଡକ୍ଟର ରାକେଶ କୁମାର ବର୍ମା କହିଛନ୍ତି ଯେ ସଞ୍ଜୟ ନିଶାଦଙ୍କ ପତ୍ନୀଙ୍କ ସମସ୍ତ ପରୀକ୍ଷା କରାଯାଇଛି। ସମସ୍ତ ପରୀକ୍ଷା ହୃଦୟ ସମ୍ବନ୍ଧୀୟ ଏବଂ ତାଙ୍କର ଛାତିରେ ଅଣ-ର୍ନିଦ୍ଦିଷ୍ଟ ଯନ୍ତ୍ରଣା ଅଛି। ସୁଗାର ବଢି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କ ଭାଷଣର ଅନେକ ଭାଗକୁ ରେକର୍ଡରୁ ହଟାଇ ଦିଆଯାଇଛି

ନୂଆଦିଲ୍ଲୀ,୨।୭: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ସୋମବାର ଲୋକ ସଭାକୁ ସମ୍ବୋଧିତ କରି ଦେଇଥିବା ଅନେକ ମନ୍ତବ୍ୟ ରେକର୍ଡରୁ କାଟି ଦିଆଯାଇଛି। ସୂଚନାଯୋଗ୍ୟ, ରାହୁଲ...

ୟୁପିରେ କାହିଁକି ମାଟି କାମୁଡିଲା ଭାଜପା: ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୨।୭: ଲୋକ ସଭା ନିର୍ବାଚନରେ ଭାଜପା ଆଶାନୁରୂପ ପ୍ରଦର୍ଶନ କରି ନ ଥିଲା। ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ରାଜସ୍ଥାନ ଭଳି ବଡ ରାଜ୍ୟରେ ଦଳର ପ୍ରଦର୍ଶନ...

ପ୍ରଭୁ ଜଗନ୍ନାଥଙ୍କୁ ସଂସଦରେ ଏମିତି କଥା କହିଦେଲେ ସମ୍ବିତ ପାତ୍ର: ସମସ୍ତେ କଲେ ବାଃ ବାଃ

ନୂଆଦିଲ୍ଲୀ,୨।୭: ପୁରୀରୁ ପ୍ରଥମଥର ପାଇଁ ଲୋକ ସଭା ଏମ୍‌ପି ହୋଇଥିବା ସମ୍ବିତ ପାତ୍ର ସଂସଦରେ ପ୍ରଭୁ ଜଗନ୍ନାଥଙ୍କ ମହିମା ଗାନ କରିଛନ୍ତି। ସେ ନିଜକୁ ଓଡ଼ିଶାବାସୀ...

ଗୋଟିଏ ପରିବାରର ୫ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ଖେଳିଗଲା ଚାଞ୍ଚଲ୍ୟ

ଭୋପାଳ,୨।୭: ମଧ୍ୟପ୍ରଦେଶର ଅଲିରାଜପୁର ଜିଲାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏଠାରେ ଗୋଟିଏ ପରିବାରରେ ପାଞ୍ଚ ଜଣଙ୍କ ମୃତଦେହ ବନ୍ଦ ଘରେ ଝୁଲୁଥିବା ଦେଖିବାକୁ ମିଳିଛି।...

ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି

ମୁମ୍ବାଇ,୨।୭: ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ଏହି ଜାମିନବିହୀନ ୱାରେଣ୍ଟ ବିଜୟ...

କେଉଁଠି ନଇଁଲେ, କେଉଁଠି ସିଧା

ନୂଆଦିଲ୍ଲୀ,୨ା୭ (ପି.ଟି.):ଲୋକ ସଭାରେ ସୋମବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ବାଚସ୍ପତି ଓମ୍‌...

ଏନ୍‌ଇଇଟି ପ୍ରସଙ୍ଗ ଆଲୋଚନା ଦାବିରେ ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ,୨ା୭(ପି.ଟି.): ଲୋକ ସଭାରେ ସୋମବାର ବିରୋଧୀ ସଦସ୍ୟମାନେ ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗରେ ସ୍ବତନ୍ତ୍ର ଭାବେ ଗୋଟିଏ ଦିନ ଆଲୋଚନା ଦାବି କରିଥିଲେ। ଏଥିପାଇଁ ସରକାରଙ୍କଠାରୁ...

ମାନହାନି ମାମଲା: ୫୦ ଲକ୍ଷ କ୍ଷତିପୂରଣ ଦେବାକୁ ଟିଏମ୍‌ସି ନେତାଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨ା୭(ପି.ଟି.): ଏକ ମାନହାନି ମାମଲାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ସାକେତ୍‌ ଗୋଖଲେଙ୍କୁ ଏଥିପାଇଁ ପୂର୍ବତନ କୂଟନୀତିଜ୍ଞ ଲକ୍ଷ୍ମୀ ମୁର୍ଦେଶ୍ୱର ପୁରୀଙ୍କୁ କ୍ଷମା ମାଗିବା ସହ ୫୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri