ନାବାଳିକା ଗର୍ଭବତୀ, ଥାନାରେ ଏତଲା

ପାତ୍ରପୁର,୮ା୧(ଉମା ଚରଣ ନେପାକ): ପାତ୍ରପୁର ବ୍ଲକ୍‌ ଅଞ୍ଚଳରେ ଜଣେ ୧୬ ବର୍ଷିୟା ନାବାଳିକା ଗର୍ଭବତୀ ହେବା ସମ୍ପର୍କରେ ଜରଡ଼ା ଥାନାରେ ସୋମବାର ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ ହୋଇଛି। ଏ ନେଇ ଜରଡ଼ା ଥାନା ଅଧିକାରୀଙ୍କୁ ପଚାରିବାରୁ ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି କହିଛନ୍ତି।

Share