ବର୍ତ୍ତମାନ ଶିଶୁ ଗଣ୍ଡାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଏକ ଶିଶୁ ଗଣ୍ଡା ଜମ୍ପ କରି ନାଚୁଛି, ଓ ତାର ପିଲାଦିନକୁ ଉପଭୋଗ କରୁଛି। ପରେ ମା’ ଗଣ୍ଡା ମଧ୍ୟ ତାକୁ ଦେଖି ସେପରି କରିବାକୁ ଲାଗୁଛି। ଏହି ଭିଡିଓ ପିଲାଦିନକୁ ମନେ ପକାଇ ଦେଉଛି। ଏହାକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଯାହାକି ଅଧିକ ଭାଇରାଲ ହେବାରେ ଲାଗିଛି।
Friendship is,
What friendship does👍A baby rhinos adorable jump, like his friend. Many times, orphaned rhino calf’s are made to stay with goat to overcome trauma…. pic.twitter.com/RRXumLvjMV
— Susanta Nanda (@susantananda3) August 2, 2020