ପାରଳାଖେମୁଣ୍ଡି,୩।୧୧(ଡି.ଏନ୍.ଏ.): ସମ୍ଭାବ୍ୟ ବାତ୍ୟା ଶୁକ୍ରବାର ବାତ୍ୟାର ରୂପ ନେଇପାରେ। ତେବେ ବାତ୍ୟାର ମୁକାବିଲା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛନ୍ତି। ଆଜି ସକାଳେ
ପଞ୍ଚାୟତ ସମିତି ଅଫିସ ଠାରେ ଏନଡିଆରଏଫ୍ ୨୦ ଜଣିଆ ଟିମ୍ ଓ ୨୭ ଜଣିଆ ଓଡ୍ରାଫ ଟିମ ପହଞ୍ଚିଛନ୍ତି। ଏହି ଟିମ୍ ବେଶି ପ୍ରଭାବିତ ଅଞ୍ଚଳରେ ନିୟୋଜିତ ହେବେ।