Posted inଫୁରସତ

ଆଧୁନିକ ଚିକିତ୍ସାରେ ଅଙ୍ଗଦାନର ଆବଶ୍ୟକତା ବଢୁଛି

ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖରେ ବିଶ୍ୱ ଅଙ୍ଗ ଦାନ ଦିବସ ପାଳନ କରାଯାଇଥାଏ । ଅଙ୍ଗ ଦାନର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ମୃତ୍ୟୁ ପରେ ଲୋକଙ୍କୁ ଅଙ୍ଗ ଦାନ କରିବାକୁ ଉତ୍ସାହିତ କରିବା ପାଇଁ ଏହି ଦିନ ପ୍ରତିବର୍ଷ ପାଳନ କରାଯାଏ । ଅଙ୍ଗଦାନ ଗ୍ରହଣକାରୀଙ୍କ ଜୀବନ ବଞ୍ଚାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ବର୍ଷ ବର୍ଷ ଧରି ଆଧୁନିକ ଚିକିତ୍ସାର ଅଗ୍ରଗତି ତଥା ଅଗଣିତ ଜୀବନ ରକ୍ଷା କରିବାରେ ଅଙ୍ଗ ଦାନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ସମ୍ପ୍ରତି ଜନସଂଖ୍ୟା ବୃଦ୍‌ଦି ସହିତ ଅଙ୍ଗ ଦାନର ଆବଶ୍ୟକତା ବଢ଼ିବାରେ ଲାଗିଛି। ବିଶେଷକରି ଭାରତରେ, କାରଣ ୨୦୧୯ ରେ ମୃତ୍ୟୁଘଟିଥି ଲୋକଙ୍କ ମଧ୍ୟରୁ ୦.୯ ପ୍ରତିଶତ ଅଙ୍ଗ ଦାତା ଥିଲେ । ଆମ ଦେଶରେ ପ୍ରତିବର୍ଷ ପ୍ରାୟ ୨ ଲକ୍ଷ କିଡନୀ, ୫୦,୦୦୦ ହାର୍ଟ ଏବଂ ୫୦୦୦ ଲିଭରର ଆବଶ୍ୟକତା ରହିଛି ।
ଆମେ ଅଟକାଇ ପାରିବା ନାହିଁ ମାତ୍ର କାହାର ଜୀବନ ବଞ୍ଚାଇବା ଆମ ହାତରେ ରହିଛି। ଲୋକଙ୍କ ମଧ୍ୟରେ ଅଙ୍ଗ ଦାନ ନେଇ ସଚେତନତା ସୃଷ୍ଟି ଲାଗି ଏହି ଦିବସ ପାଳନ କରାଯାଇଥାଏ। ଜୀବିତ ବ୍ୟକ୍ତି କିଡନୀ, ଲିଭର, ଲି ଫୁସଫୁସ, ପାନକ୍ରିୟାଜ, ଇଣ୍ଟେନଷ୍ଚାଇନ, ରକ୍ତ ଦାନ କରି ଅନ୍ୟଙ୍କର ଜୀବନ ବଞ୍ଚାଇପାରିବେ। ଆଇନ ଅନୁଯାୟୀ , ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ ତାଙ୍କ ପରିବାର ଲୋକଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ । ହୃତଘାତରେ ମୃତ୍ୟୁ ହେଉଥିବା ବ୍ୟକ୍ତିଙ୍କର କର୍ନିଆ, ହାଡ, ଚର୍ମ ଓ ରକ୍ତବାହୀ ନଳୀ ଦାନ କରାଯାଇ ପାରିବ । ହେଲେ ବ୍ରେନ ଡେଥ୍‌ ହେଲେ ୩୭ଟି ଅଙ୍ଗ ଦାନ କରାଯାଇ ପାରିବ। ଯେଉଁଥିରେ କିଡନୀ, ହୃତପିଣ୍ଡ, ଲିଭର ଓ ଫୁସଫୁସ ଭଳି ଗୁରୁତ୍ୱପୂର୍ଣ୍ଣ। ୧୮ ଶହ ଶତାବ୍ଦୀରେ ପ୍ରଥମ ଥର ପରୀକ୍ଷାମୂଳକ ଭାବେ ଗବେଷକ ର ପ୍ରାଣୀ ଓ ମଣିଷଙ୍କ ଠାରେ ଟ୍ରା ଅଙ୍ଗ ପ୍ରତିରୋପଣ କରିଥିଲେ । ଏହି ପରୀକ୍ଷଣ ଦୀର୍ଘ ବର୍ଷ ଧରି ବିଫଳ ହେଉଥିଲା, କିନ୍ତୁ ବିଂଶ ଶତାବ୍ଦୀର ମଧ୍ୟ ଭାଗ ବେଳକୁ ବୈଜ୍ଞାନିକନିମାନେ ସଫଳତା ପୂର୍ବକ ଅଙ୍ଗ ପ୍ରତିରୋପଣ କରିବାରେ ସଫଳ ହୋଇଥିଲେ । ଚିକିତ୍ସା ପଦ୍ଧତିରେ କିଡନୀ, ଲିଭର, ହୃତପିଣ୍ଡ, ପାନକ୍ରିୟାଜ, ଇନଣ୍ଟେଷ୍ଟାଇନ, ଫୁସଫୁସ ପ୍ରତିରେପଣ ସଫଳ ହୋଇଥିଲା ।
ମସିହାରେ ବୈଜ୍ଞାନିକ ଡ. ନି ଜୋଶେଫ ଇ.ମୁରେୟଙ୍କ ଦ୍ବାରା କିଡନୀ ପ୍ରତିରୋପଣ ସଫଳ ହୋଇଥିଲା। ହ୍ରାସ ଘଟିଛିଟି। ଛି ଯାହା କିଡନୀ ପ୍ରତିରୋ ତି ପଣ ଦ୍ୱା ରା ପରିଚାଳିତ । ସମସ୍ତ ଅଙ୍ଗ ପ୍ରତିରୋ ତି ପଣର ମୋଟ ପରିମାଣ ନେଦରଲ୍ୟାଣ୍ଡରେ
ଶରୀରର ଯକୃତ, କିଡନୀ, ଅଗ୍ନାଶୟ, ହୃଦୟ, ଫୁସଫୁସ, ଅନ୍ତନଳୀ, କର୍ନିଆ, ଅସ୍ଥି ମଜ୍ଜା ଏବଂ ଭାସ୍କୁଲାରାଇଜଡ କମ୍ପୋଜିଟ ଆଲୋଗ୍ରାଫ୍ଟ ଯଥା ଚର୍ମ, ଗର୍ଭାଶୟ, ହାଡ, ମାଂସପେଶୀ, ସ୍ନାୟୁ ଏବଂ ସଂଯୋଜକ ଟିସୁ ଆଦି ଦାନ କରାଯାଇ ପାରିବ। ତେବେ କିଛି ଲୋକ ସେମାନଙ୍କର ଅଙ୍ଗ ଦାନ କରିପାରିବେ ନାହିଁ, ଯେଉଁମାନେ କେତେକ ରୋଗରେ ଆକ୍ରାନ୍ତ, ଯେପରିକି କର୍କଟ, ଏଚ.ଆଇ.ଭି, ସଂକ୍ରମଣ, ତଥା କେତେକ ଔଷଧ ସେବନ କରୁଥିବା ବ୍ୟକ୍ତିମାନେ ସେମାନଙ୍କର ଅଙ୍ଗ ଦାନ କରିପାରିବେ ନାହିଁ । ତଥାପି, ଦାତା ଭାବରେ ପଞ୍ଜୀକରଣ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ, କାରଣ ମୃତ୍ୟୁ ସମୟରେ ଅଙ୍ଗ ପ୍ରତିରୋପଣ ପାଇଁ ଉପଯୁକ୍ତ କି ନୁହେଁ ତାହା ପରେ ବିସ୍ତୃତ ଭାବେ ମୂଲ୍ୟାଙ୍କନ କରାଯାଇ ଥାଏ । ଏହି ଦିବସ ପାଳନ ଅବସରରେ ବିଶ୍ୱବ୍ୟାପୀବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri