Categories: ବାଣିଜ୍ୟ

ଆଜି ଉଦ୍‌ଘାଟନ ହେବ ଏନ୍‌ଏମ୍‌ପି

ନୂଆଦିଲ୍ଲୀ,୨୩।୮: ଦେଶର ବିକାଶରେ ଯୋଗଦାନ ପାଇଁ କେନ୍ଦ୍ର ସରକାର ଏକ ବୃହତ୍‌ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ଗତ ୪ ବର୍ଷ ହେବ ନିର୍ମାଣ କରାଯାଉଥିବା ଉକ୍ତ ପ୍ରକଳ୍ପ ‘ଜାତୀୟ ମୌଦ୍ରିକ ପାଇପଲାଇନ’ (ଏନ୍‌ଏମ୍‌ପି)ର କାର୍ଯ୍ୟ ନିକଟରେ ଶେଷ ହୋଇଛି। ସୋମବାର ଏହାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମାନ ଉଦ୍‌ଘାଟନ କରିବେ ବୋଲି ସୂଚନା ମିଳିଛି।

Share