ଏହି ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବଢିକି ଆସିଲା ଭତ୍ତା

ଭୁବନେଶ୍ୱର,୧୫।୧: ଭତ୍ତା ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥର ହିତାଧିକାରୀଙ୍କୁ ଡକାଇ ସିଧାସଳଖ ବାଣ୍ଟିଲେ ଚେକ । ହିତାଧିକାରୀଙ୍କୁ ମିଳିଲା ୩୫୦୦ ଟଙ୍କା । ୮୦ ବର୍ଷ ବୟସରୁ ଉଦ୍ଧର୍‌ବ ବୟସ୍କଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝରର ଧରଣୀଧର ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ଟଙ୍କା ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ୮୦ ବର୍ଷ ବୟସରୁ ଉଦ୍ଧର୍‌ବ ବୟସ୍କ ଓ ବୟସ୍କା ବ୍ୟକ୍ତିଙ୍କ ସମେତ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମଧ୍ୟ ଭତ୍ତା ଟଙ୍କା ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଜାନୁଆରୀ ମାସ ଅର୍ଥାତ ଚଳିତ ମାସରୁ ହିଁ ୮୦ ବର୍ଷରୁ ଉଦ୍ଧର୍‌ବ ସମସ୍ତଙ୍କୁ ମିଳିବ ଟଙ୍କା ।

ରାଜ୍ୟର ପ୍ରାୟ ୪ ଲକ୍ଷରୁ ଅଧିକ ପେନସନଧାରୀ ଏଥିରେ ଉପକୃତ ହେବେ । ଉଭୟ ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ୮୦ ବର୍ଷ କିମ୍ବା ତଦୁର୍ଦ୍ଧ ବୟସ୍କ ଭତ୍ତା ହିତାଧିକାରୀ ଏବଂ ଶତକଡା ୮୦ କିମ୍ବା ତଦୁର୍ଦ୍ଧ ଭିନ୍ନକ୍ଷମତା ଥିବା ହିତାଧିକାରୀଙ୍କ ଭତ୍ତା ରାଶି ବୃଦ୍ଧି କରିଥିଲେ ରାଜ୍ୟ ସରକାର । ତେବେ ଏହି ନିଷ୍ପତ୍ତି ଚଳିତ ମାସ ଅର୍ଥାତ ଜାନୁଆରୀ ୨୦୨୫ରୁ ହିଁ ଲାଗୁ କରାଯିବା ନେଇ ସରକାର ଘୋଷଣା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନେଚର ପାର୍କରେ ନଷ୍ଟ ହେଲାଣି ଫାଇବର ପ୍ରତିମୂର୍ତ୍ତି, ଜଳ ଫୁଆରା, ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୨୩ା୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବୁଲି ଆସୁଥିବା ପର୍ଯ୍ୟଟକ ଏବେ ଏକାଧିକ ପର୍ଯ୍ୟଟନକ୍ଷେତ୍ରର ଅବ୍ୟବସ୍ଥାକୁ ଦେଖି ନାକ ଟେକିବା ଆରମ୍ଭ...

ନବଦାସ ହତ୍ୟାକାଣ୍ଡ: ସୁରେଶ ପୂଜାରୀ କହିଲେ ସାଂଘାତିକ କଥା, ବହୁ ତଥ୍ୟ…

ଭୁବନେଶ୍ୱର,୨୩।୧:ପୂର୍ବତନ ମନ୍ତ୍ରୀ ନବଦାସ ହତ୍ୟାକାଣ୍ଡ ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ହତ୍ୟା ମାମଲାରେ ସରକାର ଏବଂ ବିରୋଧୀ ଦଳର ନେତାଙ୍କ ବୟାନ ବାଜି...

ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢ଼ୀଙ୍କ କଡ଼ା ଚେତାବନୀ, ଏଣିକି ବିଧାନସଭାରେ ବିଶୃଙ୍ଖଳା କଲେ…

ଭୁବନେଶ୍ୱର,୨୩ା୧: ଗୁରୁବାର ବାଚସ୍ପତି ସୁରମା ପାଢ଼ୀ ବିରୋଧୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ବାଚସ୍ପତି କହିଛନ୍ତି, ବିଧାନସଭାରେ ବିରୋଧୀ ବିଶୃଙ୍ଖଳା ଆଚରଣ କଲେ ଏଥର କଡ଼ା କାର୍ଯ୍ୟାନୁଷ୍ଠାନ...

ମନ୍ତ୍ରୀଙ୍କ ବଡ଼ ଘୋଷଣା, ଆଉ ଚଳିବନି…

ଭୁବନେଶ୍ୱର,୨୩।୧: ଅସାଧୁ ମିଲରଙ୍କୁ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ କଡ଼ା ଚେତାବନୀ। କଟନୀ ଛଟନୀ କରୁଥିବା ମିଲରଙ୍କୁ କାରଣ ଦର୍ଶାଅ ନୋଟିସ। କୃଷକମାନଙ୍କୁ ହଇରାଣ କଲେ...

ସିରିଜ ଦୁର୍ଘଟଣା ଘଟାଇଲା ମୋ’ ବସ୍‌: ୪ ଆହତ

ଭୁବନେଶ୍ୱର,୨୩ା୧: ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ପୂର୍ବାହ୍ନରେ ସିରିଜ୍‌ ଦୁର୍ଘଟଣା ଘଟାଇଛି ମୋ ବସ୍‌। ରାଜମହଲ-ମାଷ୍ଟରକ୍ୟାଣ୍ଟିନ ଛକ ମଝିରେ ଗୋଟିଏ ମୋ ବସ୍‌କୁ ଆଉ ଏକ ମୋ...

ଇଲେକ୍ଟ୍ରୋନିକ୍ସ ଦୋକାନରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଧୂଷୁରୀ,୨୩।୧(ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଧୂଷୁରୀ ବଜାରରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଦୋକାନରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ...

ମୁଢ଼ି ଖାଇଲେ ମୁଖ୍ୟମନ୍ତ୍ରୀ, ଦଳୀୟ କାର୍ଯ୍ୟାଳୟରେ ୪ ଘଣ୍ଟା ରହିଲେ

ଭୁବନେଶ୍ୱର, ୨୩ା୧(ସୁନିତ୍‌ ମିଶ୍ର):ସରକାର ଏବଂ ସଙ୍ଗଠନ ମଧ୍ୟରେ କିପରି ଅଧିକ ସମନ୍ବୟ ରହିପାରିବ ତାକୁ ନେଇ ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଏକ ଉଚ୍ଚସ୍ତରୀୟ ବୈଠକ ବୁଧବାର...

ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଲେ ହେମନ୍ତ ଶର୍ମା

ଭୁବନେଶ୍ୱର, ୨୩ା୧(ସୁନିତ୍‌ ମିଶ୍ର): ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ୨ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ପଦୋନ୍ନତି ମିଳିଛି। ୧୯୯୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image