Advertisement
Categories: ଫୁରସତ

୬୮ ବର୍ଷରେ ପାହାଡ ଚଢିଲେ ବୃଦ୍ଧା: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ୬୮ ବର୍ଷିୟା ବୃଦ୍ଧା ପାହାଡ ଚଢୁଥିବା ଭିଡିଓ ଭାଇରାଲ ହୋଇଛି।
ଭିଡିଓରେ ଦେଖାଯାଇଛି, ଧିରେ ଧିରେ ସିଡିରେ ବୃଦ୍ଧା ଜଣକ ପାହାଡରେ ଚଢୁଛନ୍ତି। ତାଙ୍କ ପଛରେ ଜଣେ ଯୁବକ ମଧ୍ୟ ସିଡି ଚଢୁଥିବା ଦେଖାଯାଇଛି। ଏହାପରେ ବୃଦ୍ଧା ଜଣକ ପାହାଡର ଶୀର୍ଷରେ ପହଞ୍ଚିଛନ୍ତି। ପାହାଡଟି ମହାରାଷ୍ଟ୍ରର ନାଶିକରେ ରହିଛି। ଏହି ଭିଡିଓକୁ ରାଜନେତା ଆମେୟା ଖୋପକର ଟୁଇଟ କରି ଶେୟାର କରିଛନ୍ତି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍‌ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।

Share