Categories: ଜାତୀୟ

ସୁଶାନ୍ତ ସିଂ ରାଜପୁତ ମାମଲା: କ୍ୱାରାଣ୍ଟାଇନ୍‌ରୁ ବାହାରିଲେ ପାଟଣା ଏସ୍‌ପି

ପାଟଣା,୭ା୮: ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାର ତଦନ୍ତ ପାଇଁ ମୁମ୍ବାଇରେ ପହଞ୍ଚିଥିବା ବିହାର କ୍ୟାଡର ଆଇପିଏସ ଅଧିକାରୀ ବିନୟ ତିଓ୍ବାରୀଙ୍କୁ କ୍ୱାରାଣ୍ଟାଇନ୍‌ ମୁକ୍ତ କରାଯାଇଛି। ପାଟଣା ପୋଲିସର ସୁପାରିଶ କ୍ରମେ ବିଏମ୍‌ସି ୫ ଦିନ କ୍ୱାରାଣ୍ଟାଇନ୍‌ରେ ରଖିବା ପରେ ଏସ୍‌ପି ବିନୟ ତିଓ୍ବାରୀଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ରିଟର୍ନ ଟିକେଟ ଦେଖାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

Share