Categories: ଫୁରସତ

ଷଣ୍ଢ ସହ ପଙ୍ଗା ନେବା ବ୍ୟକ୍ତିଙ୍କୁ ପଡ଼ିଲା ଭାରି: ପାଇଲେ ପାନେ, ଦେଖନ୍ତୁ ଭିଡ଼ିଓ

ପଶୁମାନଙ୍କ ସହ ଅନାବଶ୍ୟକ ଭାବରେ ଲାଗିଲେ, ସେମାନେ ରାଗିଯାଇ ଏହାର ପ୍ରତିଶୋଧ ନିଅନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ଷଣ୍ଢ ସହିତ ଲଢେଇ କରୁଥିବା ଦେଖିବାକୁ ମିଳିଛି। ବ୍ୟକ୍ତି ଷଣ୍ଢ ସହ ଥଟ୍ଟାରେ ଲାଗିବାରୁ ସେ ରାଗିଯାଇ ତାଙ୍କୁ ଫୋପାଡି ଦେଇଥିଲା। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାପରେ ଏହାକୁ େ;ୟଦଖି ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଏହି ଭିଡିଓ @crazyclipsonly ନାମକ ଜଣେ ୟୁଜର୍ସ ଏକ୍ସ ଆକାଉଣ୍ଟରେ ଶେୟାର କରିଛନ୍ତି। ଭିଡିଓଟି ଏପର୍ଯ୍ୟନ୍ତ ୬.୧ ମିଲିୟନ ଭ୍ୟୁ ପାଇଛି।

 

Share