ବାଦାମବାଡ଼ିରେ ଫାଟିଲା ପାଇପ୍‌, ଉଠିଲା ୧୫ଫୁଟ ଉଚ୍ଚକୁ ପାଣି

କଟକ ଅଫିସ୍‌,୧୦।୧୦: କଟକ ବାଦାମବାଡ଼ି ଟ୍ରାଫିକ୍‌ ଛକରେ ରବିବାର ଅପରାହ୍ଣରେ ଭୂତଳ ପାଣି ପାଇପ୍‌ ଫାଟି ଯାଇଛି। ପ୍ରାୟ ୧୫ଫୁଟ ଉଚ୍ଚକୁ ପାଣି ଉଠି ରାସ୍ତା ଝଳମଗ୍ନ ହୋଇ ଯାଇଛି। ରାସ୍ତାଟି ଜନଗହଳି ପୂୂର୍ଣ୍ଣ ହୋଇଥିବାରୁ ଯାତାୟତରେ ବାଧା ଉପୁଜିଛି। ଘଟଣା ସ୍ଥଳରେ ପିଡବ୍ଲୁଡି ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ନିକଟରେ ରିଙ୍ଗରୋଡ୍‌ ରାଜା ବଗିଚାରେ ଏହିପରି ଘଟଣା ଦେଖିବାକୁ ମିଳିଥିଲା।

Share