Categories: ଜାତୀୟ

ଦିଲ୍ଲୀରେ ଜରୁରୀ ଅବତରଣ କଲା ବିମାନ

ନୂଆଦିଲ୍ଲୀ,୨୧ା୬: ଇଣ୍ଡିଗୋର ଦିଲ୍ଲୀ-ଡେରାଡୁନ ବିମାନର ଇଞ୍ଜିନ ଫେଲ୍‌ ମାରିବାରୁ ଦିଲ୍ଲୀ ଆଇଜି ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ତେବେ ବିମାନରେ ଥିବା ସମସ୍ତ ୧୦୮ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଇଣ୍ଡିଗୋର ବିମାନ ବୁଧବାର ଦିଲ୍ଲୀରୁ ଉତ୍ତରପ୍ରଦେଶର ଡେରାଡୁନ ଅଭିମୁଖେ ଯାତ୍ରା କରିଥିଲା, କିନ୍ତୁ କିଛି ସମୟ ପରେ ବିମାନଟି ଫେରି ଆସିଥିଲା।

Share