ନିଜଠୁ ୧୨ ବର୍ଷ ସାନଙ୍କୁ ଜୀବନସାଥୀ ରୂପେ ବାଛିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ: ଏବେ ଉଭୟ ଅଲଗା

କୁହାଯାଏ ଯେ, ପ୍ରେମ ବୟସ କିମ୍ବା ରୂପ ଦେଖେ ନାହିଁ । ଧର୍ମର ହେଉ କିମ୍ବା ବୟସର ବ୍ୟବଧାନ, ପ୍ରେମ ଏସବୁର ଶୀର୍ଷରେ। ବଲିଉଡର ସେଲିବ୍ରିଟିଙ୍କ ଏଥିରୁ ବାଦ୍‌ ପଡ଼ି ନାହାନ୍ତି। ଏପରି ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଛନ୍ତି ଯିଏ ନିଜଠୁ ୧୨ ବର୍ଷ ସାନ ଜୀବନସାଥୀ ବାଛିଛନ୍ତି ଜାଣନ୍ତୁ ସେ ସମ୍ପର୍କରେ …

ଅଭିନେତ୍ରୀ ଅମୃତା ସିଂ ୮୦ ଏବଂ ୯୦ ଦଶକରେ ବଲିଉଡରେ ଡେବ୍ୟୁ କରିଥିଲେ। ସେ ଶିଖ୍‌ ପରିବାରରେ ଜନ୍ମଗ୍ରହଣ କରିଥିଲେ ହେଁ ଯେତେବେଳେ ସୈଫ ଅଲ୍ଲୀ ଖାଁଙ୍କ ପ୍ରେମରେ ପଡ଼ିଲେ, ଧର୍ମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ। ସୈଫଙ୍କ ପରିବାର ଏହି ବିବାହ ବିରୋଧରେ ଥିଲେ ମଧ୍ୟ ସେ ନିଜଠାରୁ ୧୨ ବର୍ଷ ବଡ଼ ଅମୃତାଙ୍କୁ ବିବାହ କରିଥିଲେ। ଅମୃତା ବିବାହ ପାଇଁ ଏକ ନିର୍ଦ୍ଦିଷ୍ଟ ଧର୍ମ ଗ୍ରହଣ କରିଥିଲେ। ବିବାହର ୧୩ ବର୍ଷ ପରେ ଏହି ଦମ୍ପତି ଅଲଗା ହୋଇଥିଲେ।

 

Share