ଦେଶର ସୁରକ୍ଷା ପାଇଁ ଜୋର୍‌ ଦେଲେ ରାଷ୍ଟ୍ରପତି

ବେଜିଂ,୧୩ା୩: ଚାଇନାର ବିକାଶ ପାଇଁ ସୁରକ୍ଷା ଆବଶ୍ୟକ ଏବଂ ଏକ ବିରାଟ ପ୍ରାଚୀର ନିର୍ମାଣ ପାଇଁ ଚାଇନା ରାଷ୍ଟ୍ରପତି ସି’ ଜିନ୍‌ପିଙ୍ଗ ସୋମବାର କହିଛନ୍ତି। ସେ କହିଛନ୍ତି, ଆମେରିକା ସହ ତିକ୍ତତା ବଢୁଛି।

ତୃତୀୟ ଥର ପାଇଁ ଚାଇନାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବା ଜିନ୍‌ପିଙ୍ଗ୍‌ ଚାଇନାର ଜାତୀୟ ସୁରକ୍ଷା ରକ୍ଷା କରିବାକୁ ତଥା ଜନ ନିରାପତ୍ତା ପରିଚାଳନା ପାଇଁ ଏହାର ଦକ୍ଷତା ବୃଦ୍ଧି କରିବାକୁ ସେନାଙ୍କୁ ଆହ୍ବାନ ଦେଇଛନ୍ତି।

Share