ପୁଣି ବଢ଼ିଲା ସୁନା ଦର: ଜାଣନ୍ତୁ କେତେ

ଭୁବନେଶ୍ୱର,୫।୮: ସୋମବାର କଟକ ଓ ଭୁବନେଶ୍ୱରରେ ସୁନାଦର ବଢିଛି । ରବିବାର ଅପେକ୍ଷା ସୁନାର ଦାମ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ ସୁନା ଦର ୭୦,୫୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୪,୭୦୦ ଟଙ୍କା ରହିଛି । ୨୨ କ୍ୟାରେଟ ସୁନାର ମୂଲ୍ୟ ୧ଗ୍ରାମ ପିଛା ୬,୪୭୦ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୧,୭୬୦ ଟଙ୍କା ରହିଛି।

କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୪,୭୦୦ ଟଙ୍କା ରହିଛି । ୨୨ କ୍ୟାରେଟ ସୁନାର ମୂଲ୍ୟ ୧ଗ୍ରାମ ପିଛା ୬,୪୭୦ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୧,୭୬୦ ଟଙ୍କା ରହିଛି ।