ମେୟରଙ୍କ ଘରେ କାର୍‌ ପୂରାଇଦେଲେ ବିକ୍ଷୋଭକାରୀ

ପ୍ୟାରିସ୍‌,୨ା୭: ଫ୍ରାନ୍ସରେ ୫ ଦିନ ପରେ ବି ହିଂସା ଥମିବାର ନାଁ ନେଉନି। ଜଣେ ନାବାଳକଙ୍କୁ ପୋଲିସ ଗୁଳି କରି ହତ୍ୟା କରିବା ପରେ ହିଂସା ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଶହ ଶହ ଲୋକଙ୍କୁ ହତ୍ୟା କରାଯାଇ ସାରିଲାଣି। ଏହା ମଧ୍ୟରେ ବିକ୍ଷୋଭକାରୀମାନେ ଅଧିକ ହିଂସ୍ର ହୋଇଉଠିଛନ୍ତି।

ରବିବାର ପ୍ୟାରିସର ମେୟରଙ୍କ ଘର ଭିତରକୁ ବିକ୍ଷୋଭକାରୀ କାର୍‌ ଭର୍ତ୍ତି କରିଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ହିଂସାରେ ୮୦୦ ଲୋକ ପ୍ରାଣ ହରାଇ ସାରିଲେଣି। ଫଳରେ ମେୟରଙ୍କ ସ୍ତ୍ରୀ ଓ ପିଲା ଆହତ ହୋଇଛନ୍ତି।

Share