Posted inଫୁରସତ

ଠେକୁଆକୁ ଦେଖି ଏମିତି ହେଲା କୁକୁରଛୁଆ, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କୁକୁର ଛୁଆ ଓ ଠେକୁଆକୁ ଦେଖିବାକୁ ମିଳୁଛି। କୁକୁର ଛୁଆଟି ଠେକୁଆ ପାଖକୁ ଡେଇଁ ଡେଇଁ ଯାଉଥିବା ବେଳେ ସେ ମଧ୍ୟ ତାକୁ ଦେଖି ଖୁସିରେ ନାଚୁଛି। ଭିଡିଓକୁ ବୁଏଟେନଗେବିଡେନ ଟୁଇଟରରେ ହ୍ୟାଣ୍ଡେଲରେ ଶେୟାର ହୋଇଛି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

https://twitter.com/buitengebieden_/status/1494446091705761800?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1494446091705761800%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Fviral-video-this-puppy-started-imitating-the-rabbit-you-will-be-blown-away-after-watching-the-video-2776198


Enter your email to get our daily news in your inbox.

All Right Reserved By Dharitri.Com

୨୩ ସୈନିକଙ୍କୁ ପଥରରେ ପରିଣତ କରିଦେଇଥିଲା ଏଲିଅନ, ୩୫ ବର୍ଷ ପରେ ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୫।୪:ଆମେରିକୀୟ ଗୁଇନ୍ଦା ସଂସ୍ଥା CIA ଦ୍ୱାରା ସାର୍ବଜନୀନ କରାଯାଇଥିବା ଏକ ଆଶ୍ଚର୍ଯ୍ୟଜନକ ଦଲିଲରେ ଏପରି ଘଟଣା ପ୍ରକାଶ ପାଇଛି ଯାହାକୁ ରୁଷିଆ କେବେ ସାର୍ବଜନୀନ କରି...

ହାତ ଛାଡ଼ି ବୁଲେଟ୍‌ ଚଲାଉଥିଲେ ଯୁବତୀ: ପୋଲିସ କାଟିଲା ଏତିକି ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୪।୪: ସୋସିଆଲ ମିଡିଆରେ ଭାଇରାଲ ହେବାର କ୍ରେଜ ଦିନକୁ ଦିନ ଲୋକଙ୍କ ପାଇଁ ବୋଝ ହୋଇପଡୁଛି। ଅନେକ ଲୋକ ଅଛନ୍ତି ଯେଉଁମାନେ ଭାଇରାଲ ହେବା ପାଇଁ...

Beer And Alcohol Shops: କାହିଁକି ଅଲଗା ଅଲଗା ଦୋକାନରେ ବିକ୍ରି ହୋଇଥାଏ ବିୟର-ଆଲକୋହଲ, ଜାଣନ୍ତୁ କେମିତି ମିଳେ….

ନୂଆଦିଲ୍ଲୀ: ବିଶ୍ୱରେ ମଦ୍ୟପାନକାରୀଙ୍କ ଅଭାବ ନାହିଁ। ଯେଉଁମାନେ ମଦ୍ୟପାନ କରନ୍ତି, ସେମାନେ କେବଳ ଏକ ବାହାନା ଖୋଜନ୍ତି, ସୁଯୋଗ ଅପେକ୍ଷାରେ ରୁହନ୍ତି ଯାହା ଦ୍ୱାରା ସେମାନେ...

Viral Video: ସ୍ବାମୀଙ୍କ ଛାତି ଉପରେ ବସି ନିର୍ଧୁମ ଛେଚିଲେ ସ୍ତ୍ରୀ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୩।୪: ସୋସିଆଲ ମିଡିଆରେ ନିଷ୍ଠୁରତାର ଅନେକ ଭିଡିଓ ଭାଇରାଲ ହୋଇଥାଏ। ବେଳେବେଳେ ଏହା ଅନେକ କଷ୍ଟ ଦିଏ। ନିକଟରେ ମଧ୍ୟପ୍ରଦେଶର ପାନ୍ନା ଜିଲାରୁ ଏମିତି ଏକ...

ମନୁଷ୍ୟ ଚନ୍ଦ୍ରପୃଷ୍ଠରେ କାହିଁକି ହୋଇଯାଏ ମୁକ-କାଲ? ଜାଣନ୍ତୁ ଏହା ପଛର ବିଜ୍ଞାନ…

‘ଚନ୍ଦ୍ର’ ହେଉଛି ଗୋଟିଏ ମାତ୍ର ଉପଗ୍ରହ ଯାହା ଉପରେ ମନୁଷ୍ୟ ପାଦ ରଖିଛି। ହେଲେ ଅନେକ ସମୟରେ ପ୍ରଶ୍ନ ଉଠେ ଯେ କାହିଁକି ଚନ୍ଦ୍ରପୃଷ୍ଠରେ ଲୋକେ...

ସାବଧାନ! ବନ୍ଦ ହୋଇଯିବ ଆପଣଙ୍କ WhatsApp, ଭାରତରେ ୯୦ ଲକ୍ଷରୁ ଅଧିକ ଆକାଉଣ୍ଟ ବନ୍ଦ କଲା Meta

ନୂଆଦିଲ୍ଲୀ,୨ା୪: ଭାରତରେ WhatsApp ଅନେକ ଆକାଉଣ୍ଟକୁ ବ୍ୟାନ୍‌ କରିଦେଇଛି। IANSର ରିପୋର୍ଟ ଅନୁଯାୟୀ, ହ୍ବାଟ୍ସଆପ ୧ ଏପ୍ରିଲ, ୨୦୨୫ ମଙ୍ଗଳବାର ସୂଚନା ଦେଇଥିଲା ଯେ, ଫେବୃଆରୀ...

AIକୁ ନେଇ ବଡ଼ ଭବିଷ୍ୟବାଣୀ କରିଦେଲେ ବାବା ଭେଙ୍ଗା, ଘିବିଲି…

ବାବା ଭେଙ୍ଗା ଅନେକ ଜିନିଷ ଉପରେ ଭବିଷ୍ୟବାଣୀ କରିଛନ୍ତି। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୯୬ ମସିହାରେ ମୃତ୍ୟୁବରଣ କରିଥିଲେ। କିନ୍ତୁ ତାଙ୍କ ମୃତ୍ୟୁ...

ଜାଣନ୍ତୁ କାହିଁକି ପାଳନ କରାଯାଏ ବିଶ୍ୱ ଅଟିଜିମ୍‌ ଦିବସ

ଅଟିଜିମ୍‌ ଏକ ମସ୍ତିଷ୍କ ସମ୍ବନ୍ଧୀୟ ରୋଗ। ଏହି ସମସ୍ୟା କେବଳ ଭାରତରେ ନୁହେଁ ବରଂ ବିଶ୍ବସ୍ତରରେ ମଧ୍ୟ ଏକ ଚିନ୍ତାଜନକ ବିଷୟ ଭାବେ ଉଭା ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image