ଏହି ଅଭିନେତାଙ୍କ ସହ ରୋମାଣ୍ଟିକ୍‌ ସିନ୍‌ ଲାଗି ଡରନ୍ତି ରାଣୀ

ବଲିଉଡ୍‌ର ଭେଟେରାନ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ ପ୍ରାୟତଃ ସମସ୍ତେ ପସନ୍ଦ କରନ୍ତି। ତାଙ୍କ କ୍ୟାରିୟରେ ସେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି।
ଏକ ସାକ୍ଷାତକାରରେ ରାଣୀ କହିଥିଲେ ଶାହାରୁଖ ଖାନ ଏବଂ ଅମିର ଖାନ ତାଙ୍କର କ୍ରସ ଥିଲେ। ସେ ଆହୁରି ମଧ୍ୟ କହିଥିଲେ, ଅମିରଙ୍କ ସହ ରୋମାଣ୍ଟିକ ଦୃଶ୍ୟ କରୁଥିବାବେଳେ ସେ ନର୍ଭସ ହୋଇଯାଉଥିଲେ। ସେଠାରେ ତାଙ୍କୁ ପଚରାଯାଇଥିଲା ସେ କେଉଁ ବରିଷ୍ଠ ଅଭିନେତାଙ୍କ ସହ ଶୁଟ୍‌ ସମୟରେ ଚିନ୍ତାରେ ପଡନ୍ତି। ଏହା ଉତ୍ତରରେ ରାଣୀ କହିଥିଲେ, ବଲିଉଡର ଭେଟେରାନ ଅମିତାଭ ବଚ୍ଚନଙ୍କ ସହ ଶୁଟିଂ କରିବାକୁ ସେ ଟିକେ ଡରିଛନ୍ତି। ଅଭିନେତ୍ରୀ ଏହା ମଧ୍ୟ କହିଥିଲେ, ଅମିତାଭ ଜଣେ ଭଲ ଅଭିନେତା ଯିଏ ତାଙ୍କ ସହ କାମ କରୁଥିବା ଅଭିନେତା ଅଭିନେତ୍ରୀଙ୍କୁମାନଙ୍କୁ ସମର୍ଥନ କରନ୍ତ

Share