‘ରନୱେ ୩୪’ର ଟ୍ରେଲର ରିଲିଜ୍‌

ବଲିଉଡ୍‌ ଅଭିନେତା ଅଜୟ ଦେବଗନ, ଅମିତାଭ ବଚ୍ଚନ ଏବଂ ରକୁଲପ୍ରୀତ ସିଂହଙ୍କ ଆଗାମୀ ଫିଲ୍ମ ‘ରନୱେ ୩୪’ର ଟ୍ରେଲର ରିଲିଜ୍‌ ହୋଇଯାଇଛି । ଅମିତାଭ ବଚ୍ଚନ, ଅଜୟ, ରାକୁଲଙ୍କ ସମେତ ଫିଲ୍ମର ନିର୍ମାତା ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଟ୍ରେଲର ରିଲିଜ କରି ଏ ନେଇ ସୂଚନା ଦେଇଛନ୍ତି । ଏକ ସତ ଘଟଣା ଉପରେ ଆଧାରିତ ଏହି ଫିଲ୍ମ । ତେବେ ଫିଲ୍ମଟି ୨୯ ଏପ୍ରିଲରେ ରିଲିଜ୍‌ ହେବାକୁ ଯାଉଛି । ଜେଟ ଏୟାରୱେଜର ଦୋହା-କୋଚ୍ଚି ଉଡାଣ ୨୦୧୫ରେ ହୋଇଥିବା ଘଟଣାରେ ଉପରେ ଆଧାରିତ। ଟ୍ରେଲର ରିଲିଜ୍‌ ହେବା ପରେ ସମସ୍ତେ ପସନ୍ଦ କରିଛନ୍ତି।

 

Share