ପୁରୀରେ ଭୁଶୁଡ଼ିଲା ନିର୍ମାଣାଧୀନ ଛାତ

ପୁରୀ ଅଫିସ,୨୦।୭: ପୁରୀ ଜିଲା ମଶାଣିଚଣ୍ଡି ନିକଟରେ ବୁଧବାର ଏକ ନିର୍ମାଣାଧୀନ ଘରର ଛାତ ଭୁଶୁଡ଼ି ପଡ଼ିଛି। ଭାଙ୍ଗି ପଡ଼ିଥିବା ଛାତ ତଳେ ୫ ଜଣ ଶ୍ରମିକ ଫସି ରହିଥିଲେ। ସ୍ଥାନୀୟ ଲୋକଙ୍କ ସମେତ ଓଡ୍ରାଫ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ପ୍ରଥମେ  ୪ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।

Share