୭୨ ଘଣ୍ଟା ପାଇଁ ବନ୍ଦ ହେଲା ରାଉରକେଲା ଇପିଏଫ କାର୍ଯ୍ୟାଳୟ

ରାଉରକେଲା,୨୫।୪: ରାଉରକେଲା ପାନପୋଷ ରୋଡରେ ଥିବା ଇପିଏଫ ଉପ ଆଞ୍ଚଳିକ କାର୍ଯ୍ୟାଳୟ (ଭବିଷ୍ୟନିଧି ଭବନ)ରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଉରକେଲା ମ୍ୟୁନିସିପାଲ କର୍ପୋରେଶନ କମିଶନର୍‌ ଦିବ୍ୟାଜ୍ୟୋତି ପରିଡ଼ା ଇପିଏଫ ଉପ ଆଞ୍ଚଳିକ କାର୍ଯ୍ୟାଳୟକୁ ୭୨ଘଣ୍ଟା ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏପ୍ରିଲ ୨୮ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟାଳୟ ପରିସରକୁ ଯିବାକୁ ବାରଣ କରାଯାଇଛି।

Share