ଅଲଗା ହେବେ ରାଜ ଦମ୍ପତି!

ଲଣ୍ଡନ,୭।୭: ବ୍ରିଟିଶ ରାଜ ପରିବାର ସଦସ୍ୟ ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ଧର୍ମପତ୍ନୀ ମେଘନ ମାର୍କେଲଙ୍କ ମଧ୍ୟରେ ସବୁକିଛି ଠିକ ଚାଲଇନାହିଁ ବୋଲି କୁହାଯାଉଛି। ମିରରର ଏକ ରିପୋର୍ଟ ଅନୁଯାୟୀ, ସେମାନଙ୍କ ସମ୍ପର୍କରେ ମତଭେଦ ବଢିବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, ମେଘନ ଚିନ୍ତିତ ଅଛନ୍ତି ଯେ ତାଙ୍କ ଜୀବନ ସେମିତି ରାସ୍ତରେ ଗତି କରୁନାହିଁ ଯାହ ସେ ଯୋଜନା କରିଥିଲେ।
ଏହି ରିପୋର୍ଟରେ ରାଜକୀୟ ଲେଖକ ତଥା ବିଶେଷଜ୍ଞ ଟମ କୁଇନ କହିଛନ୍ତି ଯେ ମେଘନ ମାର୍କେଲ ଗଣମାଧ୍ୟମର ଧ୍ୟାନ ଆକର୍ଷଣ କରୁଥିବାବେଳେ ନିକଟରେ ହୋଇଥିବା ସର୍ଭେରୁ ଜଣାପଡିଛି ଯେ ଆମେରିକୀୟ ଜନସାଧାରଣ ତାଙ୍କ ଏବଂ ହ୍ୟାରିଙ୍କ ପ୍ରତି ଆଗ୍ରହ ପ୍ରକାଶ କରୁନାହାଁନ୍ତି।
ସୂଚନାଯୋଗ୍ୟ ଯେ ସର୍ବେକ୍ଷଣରୁ ଜଣାପଡିଛି ଯେତେବେଳେ ହ୍ୟାରି ଏବଂ ମେଘନ ୨୦୨୦ରେ କାଲିଫର୍ନିଆର ମୋଣ୍ଟେସିଟୋ ପରିଦର୍ଶନ କରିଥିଲେ, ସେତେବେଳେ ସେମାନଙ୍କୁ ପ୍ରଥମେ ସ୍ବାଗତ କରାଯାଇଥିଲା। ଦୁହେଁ ହଲିଉଡରେ ଅନେକ ବନ୍ଧୁ ସୃଷ୍ଟି କରିଥିଲେ, କିନ୍ତୁ ନିକଟରେ ସେମାନଙ୍କର ଲୋକପ୍ରିୟତା ହ୍ରାସ ପାଇଛି।
କୁଇନ ବ୍ରିଟିଶ ନ୍ୟୁଜ ପୋର୍ଟାଲକୁ କହିଛନ୍ତି ଯେ ମେଘନଙ୍କ ନୂତନ ଇଣ୍ଟରନେଟ ବ୍ରାଣ୍ଡ ଆମେରିକା ରିଭିରା ଅର୍କାର୍ଡ ମଧ୍ୟ ତାଙ୍କ ଅସନ୍ତୋଷର ଏକ ଗୁରୁତ୍ୱପୂର୍ଣ୍ଣ କାରଣ। ଯେତେବେଳେ ଏହି ବ୍ରାଣ୍ଡ ଲଞ୍ଚ ହେଲା, ସେତେବେଳେ ନୂତନ ଜୈମ ମହଙ୍ଗା ହେବା ଓଏଥିରେ କିଛି ବିଶେଷ ନ ଥିବାରୁ ଏହା ଅନେକ ଉପହାସର ଶିକାର ହୋଇଥିଲା। ଯେଉଁଥିପାଇଁ ମେଘନଙ୍କ ଆଖିରେ ଲୁହ ଆସିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାକ୍ରୋନଙ୍କ ପାଇଁ ନେତାନ୍ୟାହୁଙ୍କ ଭିଡିଓ ବାର୍ତ୍ତା: ଅସ୍ତ୍ରଶସ୍ତ୍ର ବ୍ୟାନ୍ ବୟାନ ଉପରେ ଦେଲେ କଡା ପ୍ରତିକ୍ରିୟା

ନୂଆଦିଲ୍ଲୀ,୬।୧୦: ଗାଜାରେ ବ୍ୟବହାର ପାଇଁ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ଆହ୍ୱାନକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତୀବ୍ର...

ଗାଜା ମସ୍‌ଜିଦ୍‌ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌: ୨୪ ମୃତ, ୯୩ ଆହତ

ଜେରୁଜେଲମ୍‌,୬ା୧୦: ରବିବାର ଗାଜା ମସ୍‌ଜିଦ୍‌ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍‌ କରିଛି। ଫଳରେ ଏହି ଆକ୍ରମଣରେ ଅତି କମ୍‌ରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୩ ଜଣ...

ହମାସ ଆକ୍ରମଣକୁ ବର୍ଷେ: ଆଲର୍ଟରେ ଇସ୍ରାଏଲ

ବେରୁଟ୍‌,୬।୧୦: ଇସ୍ରାଏଲ ଉପରେ ହମାସ କ୍ଷେପଣାସ୍ତ୍ର ଆକ୍ରମଣର ଆସନ୍ତାକାଲି ଅର୍ଥାତ୍‌ ସୋମବାର ଏକ ବର୍ଷ ପୂରଣ ହେବ। ହମାସର ଏହି ଆକ୍ରମଣରେ ୧୦୦୦ରୁ ଅଧିକ ଇସ୍ରାଏଲ...

ଯେଉଁଠି କରାଯାଇଥିଲା ଗୁଳି ପୁଣି କାହିଁକି ସେଠାକୁ ଗଲେ ଟ୍ରମ୍ପ? ସାଙ୍ଗରେ ଥିଲେ ମସ୍କ

ପେନସିଲଭାନିଆ,୬।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଶନିବାର ପେନସିଲଭାନିଆରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। କୌତୁହଳର ବିଷୟ,...

ସବୁଜ ହେଉଛି ଆଣ୍ଟାର୍କଟିକା

ଲଣ୍ଡନ, ୬।୧୦: ଆଣ୍ଟାର୍କଟିକା ନାଟକୀୟ ଭାବେ ସବୁଜ ହେବାରେ ଲାଗିଛି। ଗତ ୩ ଦଶନ୍ଧି ତୁଳନାରେ ବିଗତ କିଛିବର୍ଷ ମଧ୍ୟରେ ଏହି ଧାରା ୩୦%ରୁ ଅଧିକ...

ଲେବାନନ ଆକ୍ରମଣରେ ୟୁଏଇ ଭୟଭୀତ, ବିମାନ ଚଳାଚଳ ବନ୍ଦ

ଦୁବାଇ,୫ା୧୦: ୟୁଏଇ ଲେବାନନ ଆକ୍ରମଣ ନେଇ ଭୟଭୀତ ହୋଇପଡ଼ିଛି। ସେପ୍ଟେମ୍ବର ୧୭ରେ ଲେବାନନର ରାଜଧାନୀ ବେରୁଟ ସମେତ ଅନେକ ସ୍ଥାନରେ ବାର୍ତ୍ତା ପହଞ୍ଚାଇବା ପାଇଁ ବ୍ୟବହୃତ...

ଶ୍ରୀଲଙ୍କା ସହ ମିଶି ଚାଇନାକୁ ପାନେ ଦେବ ଭାରତ: ଜୟଶଙ୍କରଙ୍କୁ ଭେଟିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି କହିଲେ…

ନୂଆଦିଲ୍ଲୀ,୫।୧ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଅନୁରା କୁମାରା ଡିସାନାଇକେଙ୍କୁ ଭେଟିଛନ୍ତି। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଚାଲିଥିବା...

ଅସ୍ତିତ୍ୱ ହରାଇବ ଇସ୍ରାଏଲ୍‌

ତେହରାନ/ଜେରୁଜେଲମ୍‌,୫ା୧୦: ଇରାନ ପକ୍ଷରୁ ଇସ୍ରାଏଲ୍‌ ଉପରେ କରାଯାଇଥିବା ସଦ୍ୟ ମିଶାଇଲ ମାଡ଼କୁ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ପ୍ରଶଂସା କରିବା ସହ ଆବଶ୍ୟକ ପଡ଼ିଲେ ପୁଣି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri