Categories: ଫୁରସତ

ସବୁଠୁ ଛୋଟ ଭାକ୍ୟୁମ କ୍ଲିନର

ପାଟନା: ଏନ୍‌ଆଇଟି ପାଟନାର ୨୦୨୪ ବ୍ୟାଚ୍‌ ଛାତ୍ର ତପଲା ନାଦ୍‌ମୁନି ଏକ ବଲ୍‌ପଏଣ୍ଟ କଲମର କିଛି ଅଂଶକୁ ବ୍ୟବହାର କରି ବିଶ୍ବର ସବୁଠାରୁ ଛୋଟ ଭାକ୍ୟୁମ କ୍ଲିନର ନିର୍ମାଣ କରିଛନ୍ତି। ୦.୬୫ ସେମି ଲମ୍ବ ବିଶିଷ୍ଟ ଏହି ଉପକରଣ ଭାକ୍ୟୁମ ସୃଷ୍ଟି କରିବା ପାଇଁ ଏକ ୪ ଭୋଲ୍ଟ ବିଶିଷ୍ଟ କମ୍ପନ ମୋଟର ଏବଂ ଗୋଟିଏ ଘୂର୍ଣ୍ଣନ ପଙ୍ଖାର ବ୍ୟବହାରରେ ନିର୍ମିତ ହୋଇଛି। ଏପରି କରି ନାଦ୍‌ମୁନି ଗିନିଜ୍‌ ୱାଲର୍‌ଡ ରେକଡର୍‌ସରେ ନିଜ ନାମକୁ ସ୍ଥାନିତ କରିଛନ୍ତି।

Share