ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ରାଜ୍ୟରେ ଆରୋଗ୍ୟ ହେଲେ ୬୪୮ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୩୦୭୩୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରାଯାଇଛି। ମଙ୍ଗଳବାର ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୭୬ ଜଣ ଅଛନ୍ତି। ସେହିପରି ଅନୁଗୋଳରୁ ୫୧, କଳାହାଣ୍ଡିରୁ ୪୮, କଟକରୁ ୪୦, ସୁନ୍ଦରଗଡରୁ ୩୫, ବଲାଙ୍ଗୀରିରୁ ୩୪, ପୁରୀରୁ ୩୪, ଜଗତସିଂହପୁରରୁ ୩୨, ବରଗଡରୁ ୩୧, ବାଲେଶ୍ୱରୁ ୨୯, କେନ୍ଦୁଝରରୁ ୨୫, କେନ୍ଦ୍ରାପଡରୁ ୨୪, ମୟୁରଭଞ୍ଜରୁ ୨୪, ଢେଙ୍କାନାଳରୁ୨୩, ନୁଆପଡାରୁ ୨୦, ସମ୍ବଲପୁରରୁ ୨୦,ରାୟାଗଡାରୁ ୧୮, ନବରଙ୍ଗପୁରର ୧୩, ବୌଦ୍ଧରୁ ୧୨, ମାଲକାନଗିରିରୁ ୧୦, ଝାରସୁଗୁଡାରୁ ୯, ଗଞ୍ଜାମରୁ ୮, ଭଦ୍ରକରୁ ୬, ଯାଜପୁରରୁ ୪, କନ୍ଧମାଳରୁ ୪, ଦେଓଗଡରୁ ୩, ଗଜପତିରୁ ୩, ସୋନପୁରରୁ ୩, କୋରାପୁଟରୁ ୧, ନୟାଗଡରୁ ୧ ସୁସ୍ଥ ହୋଇଛନ୍ତି।
Another 648 Covid patients have recovered and are being discharged on 24.11.2020
76 from Khordha
51 from Anugul
48 from Kalahandi
40 from Cuttack
35 from Sundargarh
34 from Bolangir
34 from Puri
32 from Jagatsinghpur
31 from Bargarh
29 from Baleswar
25 from Keonjhar— H & FW Dept Odisha (@HFWOdisha) November 24, 2020
24 from Kendrapara
24 from Mayurbhanj
23 from Dhenkanal
20 from Nuapada
20 from Sambalpur
18 from Rayagada
13 from Nabarangpur
12 from Boudh
10 from Malkangiri
9 from Jharsuguda
8 from Ganjam
6 from Bhadrak
4 from Jajapur
4 from Kandhamal
3 from Deogarh
3 from Gajapati— H & FW Dept Odisha (@HFWOdisha) November 24, 2020
3 from Sonepur
1 from Koraput
1 from Nayagarh
7 from State PoolThe total recovered cases of Odisha now stand at 307374
— H & FW Dept Odisha (@HFWOdisha) November 24, 2020