ଭୁବନେଶ୍ୱର,୬।୧୦: କ୍ୟାପିଟାଲ ହସ୍ପିଟାଲ ଛୁଆ ଅଦଳବଦଳ ଅଭିଯୋଗ ଘଟଣା ପରେ ଏବେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏଣିକି ନବଜାତକଙ୍କ ଗୋଡରେ ଟ୍ୟାଗ ଲଗାଯିବ। ଅନ୍ୟପକ୍ଷେ ଡିଏନଏ ରିପୋର୍ଟ ଆସିବା ପରେ ହସ୍ପିଟାଲ ନିର୍ଦ୍ଦେଶକ କହିଲେ ଶିଶୁଙ୍କ ବାପାଙ୍କ ବିରୋଧରେ ମାନହାନୀ କେସ୍ କରାଯିବ । ଶିଶୁକନ୍ୟାର ବାପା ମଧ୍ୟ କହିଲେ ହସ୍ପିଟାଲ ନାଁରେ ସେ କେସ କରିବ।