Posted inଫୁରସତ

ସବୁଠୁ ଉଚ୍ଚା ଦୁର୍ଗା ମୂର୍ତ୍ତି

କଳାକାରର କୌଣସି ଧର୍ମ ନ ଥାଏ, କହନ୍ତି ଗୌହାଟିର ୬୧ ବର୍ଷୀୟ ନୁରୁଦ୍ଦିନ ଅହମ୍ମଦ। ସେ ଧର୍ମରେ ମୁସଲମାନ ହୋଇଥିଲେ ହେଁ ତିଆରି କରିଛନ୍ତି ପୃଥିବୀର ସବୁଠାରୁ ଉଚ୍ଚା ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି। ଆଉ ୨୦୧୯ରେ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ତେବେ ୯୮ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତିର ବିଶେଷତ୍ୱ ହେଉଛି ଯେ, ଏହା ବାଉଁଶରେ ତିଆରି। ନୁରୁଦ୍ଦିନଙ୍କୁ ଉକ୍ତ ପ୍ରତିମୂର୍ତ୍ତିକୁ ଗଢିବା ପାଇଁ ୪୦ ଦିନ ସମୟ ଲାଗିଥିଲା। ଏଥିରେ ଉଭୟ ହିନ୍ଦୁ ଓ ମୁସଲମାନ କାରିଗର ତାଙ୍କୁ ସାହାଯ୍ୟ କରିଥିଲେ। ଆଉ କେବଳ ବାଉଁଶ ଓ ଦଉଡି ସାହାଯ୍ୟରେ ତିଆରି ଏହି ପ୍ରତିମୂର୍ତ୍ତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ତେବେ ଅନେକେ ଧର୍ମକୁ ନେଇ ନିନ୍ଦା କରିଥିଲେ। କିନ୍ତୁ ନୁରୁଦ୍ଦିନ କହନ୍ତି, କଳାକାର ପାଇଁ ଧର୍ମ ମାନେ ରଖେନା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଝଟ୍‌କାରେ ମାଫ୍‌ ହୋଇଯିବ ଟ୍ରାଫିକ୍‌ ଚାଲାଣ, ଜାଣନ୍ତୁ କେଉଁଠି ହେଉଛି ରେଜିଷ୍ଟ୍ରେଶନ

ଯଦି ଟ୍ରାଫିକ ନିୟମ ନ ମାନି ଆପଣଙ୍କ ଉପରେ ଚାଲାଣ କଟିଛି। ଏଥିପାଇଁ ଆପଣ ଚିନ୍ତାରେ ଅଛନ୍ତି ତେବେ ଏଥର ଖୁସି ଖବର । ଜାରି...

କ’ଣ ମାଟିତଳେ ଧନସମ୍ପତ୍ତିକୁ ରକ୍ଷା କରନ୍ତି ସାପ? ସତ ଜାଣିଲେ ତାଜୁବ ହେବେ

ସାପଠାରୁ ଦୂରେଇ ରହିବାକୁ ଘରେ ପ୍ରାୟତଃ କୁହାଯାଏ। ଯଦି ଆପଣ କେବେ କୌଣସି ସ୍ଥାନରେ ସାପ ଦେଖନ୍ତି, ତେବେ ତାଠାରୁ ଦୂରେଇ ରୁହନ୍ତି କିମ୍ବା ଯେକୌଣସି...

୨୫୦କିମି ବେଗରେ ଉଡୁଥିଲା ବିମାନ, ମଝି ଆକାଶରେ ହୋଇଗଲା ଦି ଫାଳ, ଘଟଣା ଜାଣିଲେ ଥରି ଉଠିବେ

ବାୟୁରେ ଦୁର୍ଘଟଣା ଅତ୍ୟନ୍ତ ବିପଦପୂର୍ଣ୍ଣ। ଏହି ଦୁର୍ଘଟଣାଗୁଡ଼ିକ ମଧ୍ୟରୁ କିଛି ଦଶନ୍ଧି ଧରି ଲୋକଙ୍କ ମନରେ ରହିଯାଏ। ଜାପାନର ମାଉଣ୍ଟ ଫୁଜି ଉପରେ ସମାନ ଦୁର୍ଘଟଣା...

Contraceptive Pills: ଗର୍ଭନିରୋଧକ ବଟିକା ଖାଇଲେ ମହିଳାଙ୍କ ମଧ୍ୟରେ ଦେଖାଯିବ ପୁରୁଷତ୍ୱ ପରିବର୍ତ୍ତନ, ରିସର୍ଚରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୫।୩: ଅସୁରକ୍ଷିତ ଯୌନ ସମ୍ପର୍କ ପରେ ମହିଳା କିମ୍ବା ଝିଅମାନେ ଗର୍ଭନିରୋଧକ ବଟିକା ନିଅନ୍ତି ଏବଂ ନିଶ୍ଚିତ ହୁଅନ୍ତି ଯେ ସେମାନେ ଅନାବଶ୍ୟକ ଗର୍ଭଧାରଣରୁ ମୁକ୍ତି...

ବିଶ୍ୱର ସବୁଠାରୁ ଛୋଟ ପାର୍କ

ଟୋକିଓ: ଜାପାନ ପୁଣି ଥରେ ନିଜର ଏକ ଅନନ୍ୟ ଆବିଷ୍କାର ସହ ସାରା ବିଶ୍ୱକୁ ଚକିତ କରିଛି। ସମ୍ପ୍ରତି ଏକ ଛୋଟ ପାର୍କ ପାଇଁ ଜାପାନ...

Blue Eyes: ମୋନାଲିସାଙ୍କ ପରି କାହିଁକି କିଛିଜଣଙ୍କର ଥାଏ ନୀଳ-ମାଟିଆ ଆଖି, ଜାଣନ୍ତୁ ଏପରି ହେବାର ଅସଲ କାରଣ

ମହାକୁମ୍ଭରେ ଅନେକ ଲୋକ ଭାଇରାଲ ହୋଇଛନ୍ତି, ଯେଉଁଥିରେ ଅନେକ ବାବା ଏବଂ ସାଧ୍ୱୀ ମଧ୍ୟ ଅଛନ୍ତି। କୁମ୍ଭରେ ମାଳା ବିକୁଥିବା ମୋନାଲିସା ନାମକ ଜଣେ ୧୬...

Catastrophe Predictions:ବାବା ଭେଙ୍ଗା ନୁହେଁ ଏସବୁ ବଡ଼ବଡ଼ ବ୍ୟକ୍ତି କରିଛନ୍ତି ପ୍ରଳୟର ଭବିଷ୍ୟବାଣୀ, ପୁଣି ଆସିବ ଭୟଙ୍କର ଭୂକମ୍ପ, ଚାଲିଯିବ ୧୮୦୦ଲୋକଙ୍କ ଜୀବନ

ବାବା ଭେଙ୍ଗା ତାଙ୍କର ଭବିଷ୍ୟବାଣୀ ପାଇଁ ଜଣାଶୁଣା, ତାଙ୍କର ଅନେକ ଭବିଷ୍ୟବାଣୀ ଏପର୍ଯ୍ୟନ୍ତ ସତ ହୋଇଛି। Baba Vanga ଦ୍ୱିତୀୟ ବିଶ୍ୱଯୁଦ୍ଧ, ଚେର୍ନୋବିଲ ବିପର୍ଯ୍ୟୟ, ଷ୍ଟାଲିନଙ୍କ...

ରାହୁଲଙ୍କୁ ଡେଟ୍‌ କରୁଛନ୍ତି ଶ୍ରଦ୍ଧା କପୁର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋମବାର ନିଜର ୩୮ ତମ ଜନ୍ମଦିନକୁ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି। ଗତ କିଛି ମାସ ହେବ ଶ୍ରଦ୍ଧା ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image