Advertisement

ଶିକ୍ଷକଙ୍କୁ ହତ୍ୟା ଧମକ, ପୂରା ସ୍କୁଲ ଖାଲି କଲା ପୋଲିସ

ବର୍ଲିନ,୮ା୧୧: ବୁଧବାର ଜର୍ମାନ ପୋଲିସ ହାମ୍‌ବର୍ଗର ଏକ ସ୍କୁଲ (ବ୍ଲାନ୍‌କେନିସ ହାଇସ୍କୁଲ)ରୁ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଛି। ଦୁଇଜଣ ଛାତ୍ର କ୍ଲାସ୍‌ରୁମ୍‌ରେ ବନ୍ଧୁକ ସାହାଯ୍ୟରେ ହତ୍ୟା କରିବାକୁ ଜଣେ ଶିକ୍ଷକଙ୍କୁ ଧମକ ଦେଇଥିଲେ। ଅଧିକାରୀମାନେ ସ୍କୁଲରେ ଖୋଜାଖୋଜି କରିବା ସହିତ ଛାତ୍ରୀଛାତ୍ର ଏବଂ ଶିକ୍ଷକମାନଙ୍କୁ ସୁରକ୍ଷିତ ଭାବେ ସ୍କୁଲରୁ ବାହାର କରିଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share