ପାଣି ଟିକେ ପାଇଁ ଡରି ଡରି ମୁହଁ ବୁଡାଇଥିଲା ବାଘ, ବଡ଼ ଆଁ କରି ଝାମ୍ପି ନେଲା କୁମ୍ଭୀର

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଜଳାଶୟରୁୁ ଡ଼ରିଡ଼ରି ପାଣି ପିଇବାକୁ ଯାଉଥିବା ଏକ ବାଘକୁ ଝାମ୍ପି ନେଇଛି କୁମ୍ଭୀର। ବାଘଟି ବହୁତ ଡରି ଡରି ପାଣିରେ ମୁହଁ ବୁଡ଼ାଇବା ମାତ୍ରେ କୁମ୍ଭୀର ତାକୁ ଟାଣି ନେଉଛି। ଏହି ଭିଡିଓକୁ almodeeer1975 ନାମକ ଟୁଇଟରରେ ଶେୟାର ହୋଇଛି। ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Share