କାବୁ ହେଲା ବାରିପଦା ସହରକୁ ପଶି ଆସିଥିବା କଲରାପତରିଆ

ବାରିପଦା,୧୭।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହର ସ୍ଥିତ ବୁଢିଖମାରୀ ଠାରେ ଆତଂକ ଖେଳାଉଥିବା କଲରାପତରିଆ ବାଘକୁ ବନବିଭାଗ କାବୁ କରିଛି । ଆତଂକିତ ଲୋକେ ଏବେ ଆଶ୍ବସ୍ତି ଲାଭ କରିଛନ୍ତି । ବାଘଟି ଏକ ଶକ୍ତି ଅଟୋ ଫ୍ୟାକ୍ଟ୍ରି ଗୋଦାମ ଗୃହରେ ପଶିଯାଇଥିବାରୁ ଧରିବା ପାଇଁ ଜାଲ ଓ ଯନ୍ତା ଖଞ୍ଜା ଯାଇଥିଲା। ଟ୍ରାଙ୍କୁଲାଇଜ କରାଯିବା ପରେ ବାଘକୁ କାବୁ କରିବାରେ ବନବିଭାଗ ସଫଳ ହୋଇଛି।
ପିଞ୍ଜରା ଭିତରେ ଭର୍ତ୍ତି କରି ବନବିଭାଗ ବାଘକୁ ଗୋପନୀୟ ସ୍ଥାନକୁ ନେଇଛନ୍ତି । ସୁସ୍ଥ ହେବା ପରେ ଘଞ୍ଚ ଜଙ୍ଗଲରେ ବାଘକୁ ଛାଡିଦିଆଯିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉପନିର୍ଦେଶକ(ଦକ୍ଷିଣ) ସମ୍ରାଟ ଗୌଡା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଶୁକ୍ରବାର ସାକାଳୁ ଜଣେ ବ୍ୟକ୍ତି ତାଙ୍କ ପିଲାକୁ ଟ୍ୟୁସନ ଛାଡିବାକୁ ଯାଉଥିବା ବେଳେ ବାଘଟିକୁ ଦେଖିଥିଲେ । ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସମସ୍ତେ ଭୟଭୀତ ଥିବା ସୂଚନା ପାଇ ବନ ବିଭାଗ ପହଞ୍ଚି ବାଘକୁ ଖୋଜିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଟ୍‌ନି ଛଟ୍‌ନି ବନ୍ଦ କରିବାକୁ ମଣ୍ଡିକୁ ଯିବେ ଭାଜପା ନେତା

ବରଗଡ଼,୧୦।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭାଜପା କୃଷକ ମୋର୍ଚ୍ଚା ଆନୁକୂଲ୍ୟରେ ଦଳର ଜିଲା କାର୍ଯ୍ୟାଳୟରେ ଧାନ ସଂଗ୍ରହ ଅଭିଯାନ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଝାଡ଼ଖଣ୍ଡ ନିର୍ବାଚନ: ପ୍ରଚାରରେ କେନ୍ଦୁଝର ନେତା

କେନ୍ଦୁଝର,୧୦।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ୨ଟି ପର୍ଯ୍ୟାୟରେ ହେବ। ଆସନ୍ତା ୧୩ ଓ ୨୦ତାରିଖରେ ଝାଡ଼ଖଣ୍ଡ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ।...

ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ: କୁଳପତିଙ୍କ ସହ ଆଲୋଚନା କଲେ ଏମ୍‌ପି

କେନ୍ଦୁଝର,୧୦।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରସ୍ଥିତ ଧରଣୀଧର ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫଳ ପ୍ରକାଶରେ ଅହେତୁକ ବିଳମ୍ବ ହେଉଥିବା ପ୍ରସଙ୍ଗକୁ ନେଇ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ...

ରବିଋତୁ ଫସଲ ପାଇଁ କୃଷକ ପାଇବେ ୯ ହଜାର କୋଟି ଟଙ୍କାର ଋଣ

ନୂଆଦିଲ୍ଲୀ,୧୦ା୧୧: ରାଜ୍ୟରେ ଚଳିତ ୨୦୨୪-୨୫ ରବିଋତୁ ପାଇଁ ୯ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଯୋଜନା ରଖାଯାଇଛି ବୋଲି ରାଜ୍ୟ ସମବାୟ ବ୍ୟାଙ୍କ...

୨୦ ଏକର ଜମିରେ ହୋଇଥିଲା ଗଞ୍ଜେଇ ଚାଷ, ନଷ୍ଟ କଲା ପୋଲିସ

କୋରାପୁଟ,୧୦।୧୧(ଅମିତାଭ ବେହେରା ): ଡିଜିଙ୍କ ଗସ୍ତ ପରେ କୋରାପୁଟ ଜିଲାରେ ଆରମ୍ଭ ହୋଇଛି ଗଞ୍ଜେଇ କ୍ଲିନ୍‌ ଅଭିଯାନ। ଲମତାପୁଟରୁ ଆରମ୍ଭ ହୋଇଛି ଅପରେଶନ ଗ୍ରୀନ କ୍ଳୀନ୍‌।...

ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲା ଭାବେ କୋରାପୁଟ ପୁରସ୍କୃତ

କୋରାପୁଟ,୧୦ା୧୧(ଅମିତାଭ ବେହେରା): ଭୁବନେଶ୍ୱରଠାରେ ରାଜ୍ୟ କୃଷି ବିଭାଗ ପକ୍ଷରୁ ରବିବାର ଶ୍ରୀ ଅନ୍ନ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସର୍ବୋଚ୍ଚ ମିଲେଟ(କ୍ଷୁଦ୍ର ଶସ୍ୟ) କଭରେଜ, ମିଲେଟ(କ୍ଷୁଦ୍ର)...

ହାତୀପଲ ଉଜାଡ଼ି ଦେଲେ ଏକର ଏକର ଧାନଫସଲ

ବିନିକା,୧୦।୧୧: ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ। ହାତୀପଲ ଅଞ୍ଚଳର ଘୋଡ଼ାଧାର, କର୍ତଙ୍ଗ, ମହାଦେବପାଲି, ସକମା, ଘଣ୍ଟୋପାଲିରେ ପଶି ବ୍ୟାପକ...

ଡମ୍ପର ଚଢ଼ାଇ ୨ ଜଣଙ୍କୁ ହତ୍ୟା ଅଭିଯୋଗ

କେନ୍ଦୁଝର/ଆନନ୍ଦପୁର,୧୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ/ସୁଶାନ୍ତ ସାହୁ): କେନ୍ଦୁଝର ଜିଲା ଘଷିପୁରା ଥାନା ନଦିଆଁ ଗ୍ରାମରେ ରବିବାର ଅପରାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ଡମ୍ପର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri