Posted inଫୁରସତ

ଭ୍ରାମ୍ୟମାଣ ବିଳାସପୂର୍ଣ୍ଣ ହୋଟେଲ, ଏଥିରେ ରହିଛି ଏସବୁ ସୁବିଧା…

ଆଜି ଏମିତି ଏକ ହୋଟେଲ ବିଷୟରେ କହିବୁ ଯାହାକି ଖାଇବା, ପିଇବା ଏବଂ ବାହାରେ ଭ୍ରମଣ କରିବାକୁ ଭଲପାଉଥିବା ଲୋକଙ୍କୁ ସୁହାଇବ। ସର୍ଦ୍ଦାର ଜୀଙ୍କର ଏକ କାର୍‌ ଅଛି, ଯାହା ସାଧାରଣ ଯାନ ନୁହେଁ, ଏଥିରେ ଫାଇଭ୍‌ ଷ୍ଟାର୍‌ ହୋଟେଲର ସୁବିଧା ରହିଛି।

ମୋହାଲିରେ ଏକ ମୋଟର ଘର ଅଛି। ଯେଉଁଠାରେ ଆପଣ ନିଜ ଘର ଭଳି ଅନୁଭବ କରିବେ। ଏହି ମୋଟର ଭ୍ୟାନ ଏକ ସାଧାରଣ ଭ୍ୟାନ୍‌ନୁହେ। ଏହା ଏକ ବିଳାସପୂର୍ଣ୍ଣ ଭ୍ୟାନ। ଏଥିରେ ତାରକା ହୋଟେଲର ସମସ୍ତ ସୁବିଧା ଅଛି ଯେପରିକି ଶଯ୍ୟା, ଡ୍ରଇଂ ରୁମ୍‌, ଓ୍ବାଶ୍‌ରୁମ୍‌ ଇତ୍ୟାଦି।

ଏହି ମୋଟର ଭ୍ୟାନର ମାଲିକ ଗୁରୁଚର ସିଂ କହିଛନ୍ତି, ଏହି ଭ୍ୟାନ୍‌ ସେହି ଲୋକଙ୍କ ପାଇଁ, ଯେଉଁମାନେ ବାହାରକୁ ଯାଇ ହୋଟେଲ ରୁମ୍‌ ପାଇବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଆପଣ ଏହି ଭ୍ୟାନକୁ ଗାଁ କିମ୍ବା ସହରର ଯେକୌଣସି ସ୍ଥାନକୁ ନେଇପାରିବେ।

ଏହା ବ୍ୟତୀତ ଏହି ମୋଟର ଭ୍ୟାନ ପାର୍ବତ୍ୟ କିମ୍ବା ଜଙ୍ଗଲର କୌଣସି ସ୍ଥାନରେ କ୍ୟାମ୍ପ କରିବା ପାଇଁ ମଧ୍ୟ ଭଲ ବ୍ୟବହାର କରାଯାଇପାରିବ। କାରଣ ଏପରି ସ୍ଥାନରେ କୌଣସି ସୁବିଧା ନ ଥାଏ। ତେଣୁ ଏହି ଭ୍ୟାନ୍‌ ସମସ୍ତ ସୁବିଧା ଯୋଗାଇ ଦେବ।

ଏହି ଭ୍ୟାନରେ ପ୍ଲଗ ସିଷ୍ଟମ ରହିଛି। ଏଥିରେ ଏକ ଛୋଟ ରୋଷେଇ ଘର ମଧ୍ୟ ଅଛି। ଆପଣ ଖାଦ୍ୟ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରିପାରିବେ।
ଭ୍ୟାନର ମାଲିକ କହିଛନ୍ତି, ଲୋକଙ୍କ ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଯତ୍ନ ନିଆଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆପଣ ଏହି ଭ୍ୟାନକୁ ଆପଣ ଯେଉଁଠି ନିଅନ୍ତି, ଭ୍ୟାନରେ ବସିଥିବା ସମସ୍ତ ଲୋକ ବୀମାଭୁକ୍ତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ନା ଏସିର ପାଣି, ନା ଚରଣାମୃତ, ତେବେ ମନ୍ଦିରରେ କ’ଣ ପିଉଥିଲେ ଭକ୍ତ? ଭାଇରଲ ହେଉଛି ଭିଡିଓ

ଲକ୍ଷ୍ନୌ,୫।୧୧: ସୋମବାରଠାରୁ ଉତ୍ତର ପ୍ରଦେଶ ବାଙ୍କେ ବିହାରୀ ମନ୍ଦିରକୁ ନେଇ ଆଲୋଚନା ଚାଲିଛି। ମନ୍ଦିରର ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଭକ୍ତମାନେ ହାତୀ ମୁହଁରୁ...

ମହାକାଶରୁ ଫେରିଲେ ୩ ଚାଇନା ଆଷ୍ଟ୍ରୋନଟ୍‌

ବେଜିଂ: ଚାଇନାର ୩ ମହାକାଶଚାରୀ ଗତ ୬ ମାସ ଧରି ଟିଆନ୍‌ଗୋଙ୍ଗ୍‌ ମହାକାଶ ଷ୍ଟେଶନରେ ବିତାଇବା ପରେ ସୋମବାର ସୁରକ୍ଷିତ ଭାବେ ପୃଥିବୀକୁ ଫେରି ଆସିଛନ୍ତିଛନ୍ତି।...

ସୁନାମି ସଚେତନତା ନିହାତି ଜରୁରୀ

ପ୍ରତିବର୍ଷ ନଭେମ୍ବର ୫ରେ ବିଶ୍ୱ ସୁନାମି ସଚେତନତା ଦିବସ ପାଳନ କରାଯାଏ। ସୁନାମି ବିଷୟରେ ସଚେତନତା ବୃଦ୍ଧି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଏହି...

ସରକାରୀ ଡାକ୍ତରଖାନାରେ ୟୁଟ୍ୟୁବ୍‌ ଦେଖି  ଇସିଜି କରୁଛନ୍ତି ଲ୍ୟାବ ଆଟେଣ୍ତାଣ୍ଟ: ଭିଡିଓ ଭାଇରାଲ ପରେ…

  ସ୍ବାସ୍ଥ୍ୟ ସେବାରେ ଅଭାବନୀୟ ଘଟଣା। ୟୁଟ୍ୟୁବ୍‌ ଦେଖି ଚାଲିଛି ରୋଗୀଙ୍କ ଚିକିତ୍ସା ।  ଡାକ୍ତର ନୁହଁନ୍ତି ଲ୍ୟାବ ଆଟେଣ୍ତାଣ୍ଟ ୟୁଟ୍ୟୁବ୍‌ ଦେଖି କରୁଛନ୍ତି ଇସିଜି...

କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିର ନିର୍ମାଣ ପାଇଁ ସୀତାଦେବୀଙ୍କ ଇଚ୍ଛାପତ୍ର

କୋଣାର୍କରେ ମନ୍ଦିର ନିର୍ମାଣ ସମୟରେ ଭାରତର ତଥା ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ବାସ୍ତୁଜ୍ଞାନୀ, ଶାସ୍ତ୍ରଜ୍ଞ, ସାଧୁସନ୍ଥ, ଅନୁଭବୀ ଶିଳ୍ପୀଙ୍କୁ ଗଜପତି ଲାଙ୍ଗୁଳା ନରସିଂହଦେବ ଆମନ୍ତ୍ରଣ...

ବୃହତ୍‌ ଡାଇନୋସର କଙ୍କାଳର ନିଲାମି ହେବ

ପ୍ୟାରିସ୍‌: ଆସନ୍ତା ୧୬ରେ ଫ୍ରାନ୍ସର ପ୍ୟାରିସ୍‌ରେ ବିଶ୍ୱର ସବୁଠୁ ବଡ଼ ଡାଇନୋସରଙ୍କ ମଧ୍ୟରୁ ଅନ୍ୟତମ ଭଲ୍‌କେନ୍‌ର କଙ୍କାଳର ନିଲାମ କରାଯିବ। ଏନେଇ ଫରାସୀ ଅକ୍ସନ ହାଉସ୍‌ ‘କୋଲିନ୍‌...

ଏତେ ବଡ଼ ଜିନ୍ସ !

ଜିନ୍ସର ଫ୍ୟାଶନ୍‌ କାହିଁ କେବେଠୁ ରହି ଆସିଛି। ଖାସ୍‌କରି ଯୁବପିଢିଙ୍କ ମଧ୍ୟରେ ଏହାର କ୍ରେଜ୍‌ ଅଧିକ ଥାଏ। ବହୁତ କମ୍‌ ଲୋକ ଥିବେ ଯେଉଁମାନେ କି...

କଙ୍କାଳ ସହ ପିଇବେ କଫି

ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ର ଏକ ରେଷ୍ଟୁରାଣ୍ଟ ଏବେ ବେଶ୍‌ ଚର୍ଚ୍ଚିତ ହେବାରେ ଲାଗିଛି। ରେଷ୍ଟୁରାଣ୍ଟର ନାଁ ହେଉଛି ‘ଡେଥ୍‌ ଆଓ୍ବେରନେସ୍‌’କାଫେ। ନାଁରୁ ହିଁ ଜାଣିପାରୁଥିବେ ରେଷ୍ଟୁରାଣ୍ଟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri