ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଏକ କୁମ୍ଭୀର କଇଁଛକୁ ଖାଇବା ପାଇଁ ପାଟିକୁ ନେଉଥିବା ବେଳେ ସେ ତା ପାଟିରୁ ଖସି ଯାଉଛି। ପୁଣି ଥରେ ସେ ତାକୁ ତା ପାଟି ଭିତରକୁ ନେଇଛି। ମାତ୍ର କଇଁଛ ଏଥର ପୂର୍ବଭଳି ତାହା ପାଟିରୁ ଖସି ଆସି ଜଳାଶୟ ଆଡ଼କୁ ଅଗ୍ରସର ହେଉଛି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ରିଟୁଇଟ କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Thick skin and a strong mind are essential if you want to survive in this world. Nobody can break you down if you don't let them. -Unknown pic.twitter.com/NePsZm5REq
— Naveed Trumboo IRS (@NaveedIRS) September 15, 2020