ଶୀତବସ୍ତ୍ର ଦୁର୍ଗନ୍ଧ ହେଉଥିଲେ..

ଶୀତଦିନରେ ଯେତେବେଳେ ଆମେ ଶୀତବସ୍ତ୍ର ଆଲମାରୀରୁ କାଢ଼ୁ ସେଥିରୁ ଅଜବ ପ୍ରକାର ଦୁର୍ଗନ୍ଧ ବାହାରିଥାଏ। କେତୋଟି ଟିପ୍ସ ଦିଆଯାଉଛି ଯାହାକୁ ଆପଣାଇ ଏହି ସମସ୍ୟାରୁ ରକ୍ଷା ପାଇପାରିବେ…
ବେକିଂ ସୋଡ଼ା: ଯଦି ଶୀତବସ୍ତ୍ର ଦୁର୍ଗନ୍ଧ ହେଉଛି, ତେବେ ବେକିଂ ସୋଡ଼ା ବ୍ୟବହାର ଏକ ଭଲ ଉପାୟ। ବେକିଂ ସୋଡ଼ା ପାଣି ସହିତ ମିଶାଇ କପଡ଼ା ମଝିରେ ସ୍ପ୍ରେ କରନ୍ତୁ। ପୁଣି କିଛି ଘଣ୍ଟା ପାଇଁ କପଡ଼ାକୁ ଖରାରେ ଛାଡ଼ି ଦିଅନ୍ତୁ। ବେକିଂ ସୋଡ଼ା ଦୁର୍ଗନ୍ଧ ହଟାଇବାରେ କାମ କରିଥାଏ। ଫଳରେ କପଡ଼ା ସୁଗନ୍ଧିତ ଏବଂ ତାଜା ଲାଗିଥାଏ।
ଭିନେଗାର: ଭିନେଗାର କେବଳ କପଡ଼ାର ଦୁର୍ଗନ୍ଧ ଦୂରକରି ନ ଥାଏ, ଏହା ମଧ୍ୟ ଶୁଦ୍ଧ କରିଥାଏ। ନଖ ଉଷୁମ ପାଣିରେ ଭିନେଗାର ମିଶାଇ କପଡ଼ାକୁ ଧୋଇବା ଦ୍ୱାରା ଦୁର୍ଗନ୍ଧ ଦୂରହୋଇଥାଏ। କପଡ଼ା ମଧ୍ୟ ତାଜା ତାଜା ବାସ୍ନା ବାହାରିଥାଏ। ସିର୍‌କାର ପ୍ରୟୋଗ ଖାସ୍‌କରି ସେଇ କପଡ଼ାରେ ବ୍ୟବହୃତ ହୁଏ ଯାହାକୁ ବାରମ୍ବାର ଧୋଇବାର ଆବଶ୍ୟକତା ନାହିଁ।
ଓଦାପଣକୁ ନିୟନ୍ତ୍ରିତ ରଖେ: ଆଲମାରୀରେ କପଡ଼ାରୁ ଦୁର୍ଗନ୍ଧ ଆସିବା ଓଦାପଣ ଯୋଗୁ ହୋଇଥାଏ। ଓଦାପଣକୁ ନିୟନ୍ତ୍ରିତ ରଖିବାକୁ ହେଲେ ଆଲମାରୀରେ ସିର୍‌କା ଜେଲ କିମ୍ବା ନିମ୍ବପତ୍ରର ବ୍ୟବହାର କରନ୍ତୁ। ଏହି ଓଦାପଣ ଶୁଖାଇବାରେ ଏହା ସାହାଯ୍ୟ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର ଦିନ ଖାଉଛନ୍ତି କି ଆମିଷ? ବୈଜ୍ଞାନିକ କାରଣ ଜାଣିଲେ ଆଉ ଖାଇବେନି

କ’ଣ ଆପଣ ବି ଶନିବାର ଦିନ ଆମିଷ ଖାଉଛନ୍ତି କି? ଯଦି ହଁ ତେବେ ସାବଧାନ । ଆମ ମଧ୍ୟରୁ ଅଧିକାଂଶ ଲୋକ ଶନିବାର ଦିନ...

Hot or cold coffee: ସ୍ବାସ୍ଥ୍ୟ ପାଇଁ କେଉଁଟା ଭଲ?

କଫି ବିଶ୍ୱର ସବୁଠାରୁ ପ୍ରିୟ ପାନୀୟ ମଧ୍ୟରୁ ଗୋଟିଏ। କିଛି ଲୋକଙ୍କର ଗରମ କଫି ବିନା ସକାଳ ଆରମ୍ଭ ହୁଏ ନାହିଁ। ଯେତେବେଳେ କିଛି ଲୋକ...

ବାରମ୍ବାର ପରିସ୍ରା ଲାଗୁଛି କି? ହୋଇପାରେ ଏହି ମାରାତ୍ମକ ରୋଗର ଲକ୍ଷଣ, କରନ୍ତୁ ନାହିଁ ଅଣଦେଖା

ବୟସ ବୃଦ୍ଧି ସହିତ ଅନେକ ପୁରୁଷଙ୍କର ବାରମ୍ବାର ପରିସ୍ରା ହେବାର ସମସ୍ୟା ଆରମ୍ଭ ହୁଏ। କେତେବେଳେ ଏହା ଏକ ସାଧାରଣ ସମସ୍ୟା ହୋଇପାରେ, କିନ୍ତୁ ଯଦି...

ଏମିତି ଲୋକଙ୍କ ଠାରୁ ରୁହନ୍ତୁ ଦୂରରେ, ଜାଣନ୍ତୁ କାହିଁକି କହିଲେ ଚାଣକ୍ୟ

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର...

ଫ୍ରିଜରେ ଆଳୁ ରଖୁଛନ୍ତି କି, ଡାକୁଛନ୍ତି ଏହି ରୋଗକୁ

ଆଳୁର ସେବନ ସଭିଙ୍କୁ ପସନ୍ଦ। ଅଧିକାଂଶ ବ୍ୟଞ୍ଜନରେ ଏହାର ବ୍ୟବହାର କରାଯାଇଥାଏ। କିନ୍ତୁ କିଛି ଲୋକ ଏହାକୁ ଫ୍ରିଜ୍‌ରେ ରଖିଦିଅନ୍ତି; ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ...

ମଧ୍ୟାହ୍ନ ଭୋଜନ ପରେ ପ୍ରବଳ ନିଦ ଆସୁଛି କି, ଖାଦ୍ୟରେ ସାମିଲ୍‌ କରନ୍ତୁ ଏହି ୨ଟି ଜିନିଷ, ଚୁଟ୍‌କିରେ ଛାଡିଯିବ ନିଦ

ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନରେ ନିଦ ଆସିବା ବହୁତ ସ୍ବାଭାବିକ। ପ୍ରତ୍ୟେକ ବ୍ୟକ୍ତି କୁହନ୍ତିି ଯେ ଅପରାହ୍ନରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଯେଉଁ ହାଲୁକା...

ଔଷଧରେ ବ୍ୟବହାର ହୁଏ ଭାଙ୍ଗ, କ’ଣ ଖାଇବା ଦ୍ୱାରା ନିଶା ହୁଏ?

ହୋଲି ବିନା ଭାଙ୍ଗ ଅଧୁରା। ଭାଙ୍ଗ ବିନା ହୋଲି ସମ୍ପୂର୍ଣ୍ଣ ହୁଏ ନାହିଁ। ଏହି କାରଣରୁ ଲୋକମାନେ ଏହାକୁ ଥାଣ୍ଡା ସହିତ ମିଶାଇ ପିଅନ୍ତି। ତଥାପି,...

ସପ୍ତାହରେ ଦୁଇଥର ଖାଆନ୍ତୁ ଚୁନାମାଛ

ସପ୍ତାହକୁ ଦୁଇ ଥର ମାଛ ଖାଇବା ଦ୍ୱାରା ହୃତପିଣ୍ଡ ସୁସ୍ଥ ରହିବା ସହ ହାର୍ଟଆଟାକ ଆଶଙ୍କା ହ୍ରାସ ପାଇଥାଏ। ମାଛରେ ପ୍ରଚୁର ମାତ୍ରାରେ ଓମେଗା ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image