Posted inଫୁରସତ

Viral Video: ଯୁବତୀ ଚୋରି କରୁଥିଲେ ମୟୂରୀ ଅଣ୍ଡା, ପରେ ଯାହା ଘଟିଲା ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରକୃତରେ ପକ୍ଷୀମାନେ ଗଛରେ ବସା ବାନ୍ଧନ୍ତି ଏବଂ ସେଥିରେ ଅଣ୍ଡା ଦିଅନ୍ତି। ଯାହା ଦ୍ୱାରା ସେମାନେ ସେମାନଙ୍କର ଅଣ୍ଡା ଏବଂ ସେଥିରୁ ବାହାରୁଥିବା ପିଲାମାନଙ୍କୁ ସୁରକ୍ଷିତ ରଖିଥାନ୍ତି। କିନ୍ତୁ ଅନେକ ପକ୍ଷୀ ଅଛନ୍ତି, ଯେଉଁମାନେ ଗଛ ଉପରେ ଅଣ୍ଡା ଦିଅନ୍ତି ନାହିଁ, ସେମାନେ ଭୂମିରେ ଅଣ୍ଡା ଦେଇଥା’ନ୍ତି। ସେମାନଙ୍କୁ ଫୁଟାନ୍ତି ଏବଂ ଶିଶୁମାନେ ଜନ୍ମ ହେବା ପରେ ସେମାନେ ସେଠାରୁ ଚାଲିଯାଆନ୍ତି। କିନ୍ତୁ କିଛି ମଣିଷ ଏହି ପକ୍ଷୀମାନଙ୍କୁ ହଇରାଣ କରିଥାନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ, ଜଣେ ଯୁବତୀ ମୟୂରୀର ଅଣ୍ଡା ଚୋରି କରିବାକୁ ଆସି ପାନେ ପାଇଛନ୍ତି।

 

View this post on Instagram

 

A post shared by Abdul Alam (@thefunnyaal)

ଅଜବ ଭିଡିଓଗୁଡ଼ିକ ପ୍ରାୟତଃ thefunnyaal ନାମକ ଏକ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥାଏ। ଏବେ ଏହି ଆକାଉଣ୍ଟରେ ଏକ ଭିଡିଓ ଶେୟାର କରାଯାଇଛି। ଯେଉଁଥିରେ ଜଣେ ଯୁବତୀ ମୟୂରୀର ଅଣ୍ଡା ଚୋରି କରୁଛନ୍ତି। ଏହା ପରେ ମୟୂରୀଟି ମଧ୍ୟ ଚୋରଣୀକୁ ଭଲ ଏକ ଶିକ୍ଷା ଦେଇଛି। ଯୁବତୀ ଅଣ୍ଡାଗୁଡ଼ିକୁ ହାତରେ ଉଠାଉଥିବା ବେଳେ ମୟୂରୀଟି କେଉଁଠି ଥିଲା ଉଡ଼ିଆସି ଯୁବତୀଙ୍କୁ ଠେଲି ପକାଇ ଦେଇଛି। ଯୁବତୀ ଜଣକ ତଳେ ପଡ଼େ ଗଡୁଥିବାର ଦେଖିବାକୁ ମିଳିଛି। କିଛି ୟୁଜର ଏହି ଭିଡିଓକୁ ନକଲି କହୁଥିବା ବେଳେ ଆଉ କିଛି ୟୁଜର ଏହାକୁ ଅସଲି ବୋଲି କହିଛନ୍ତି।

ଭିଡିଓଟିକୁ ୧୯ ଲକ୍ଷ ଲୋକ ଦେଖିଥିବା ବେଳେ କରିଥିବାବେଳେ ଅନେକ ଲୋକ ମନ୍ତବ୍ୟ ଜରିଆରେ ନିଜର ମତାମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ମୟୂରୀ ଉଚିତ ଶିକ୍ଷା ଦେଇଛି। ଅନ୍ୟ ଜଣେ କହିଛନ୍ତି ଏହା ମଜାଳିଆ କଥା ନୁହେଁ। ଅନ୍ୟ ଜଣେ ୟୁଜର କହିଛନ୍ତି ଦୁନିଆରେ ସବୁ ମା’ ତାଙ୍କ ପିଲାଙ୍କ ପ୍ରତି ଏପରି ସୁରକ୍ଷାକାରୀ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମକୁ ନିୟନ୍ତ୍ରଣ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ: ପରଞ୍ଜୟ

ବରିଷ୍ଠ ସାମ୍ବାଦିକ ପରଞ୍ଜୟ ଗୁହା ଠାକୁର୍ତ୍ତା ନିଜ ସାଢ଼େ ୪ ଦଶନ୍ଧିର କ୍ୟାରିୟର ଭିତରେ ଅନେକ ଛାପା ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମରେ କାର୍ଯ୍ୟ କରିଛନ୍ତି। ଓ୍ବେବ୍‌ସାଇଟ୍‌ଠୁ...

ଅଭିବ୍ୟକ୍ତି ସ୍ବାଧୀନତାକୁ ସଂକୁଚିତ କରୁଛି ଆଇନ: ଅନନ୍ତ ନାଥ

ସାମ୍ବାଦିକତା ଜଗତରେ ଜଣାଶୁଣା ବ୍ୟକ୍ତିତ୍ୱ ଅନନ୍ତ ନାଥ ୨୦୧୦ରେ ‘ଦି କାରାଭାନ’ ପତ୍ରିକା ପୁନଃ ଆରମ୍ଭ କରିଥିଲେ। ତାଙ୍କ ସମ୍ପାଦନାରେ ବାସ୍ତବ କାହାଣୀଗୁଡ଼ିକର ବ୍ୟାଖ୍ୟାନ ଏହି...

ଟ୍ରେନ୍‌ରେ ମିଳୁଥିବା କମ୍ବଳ-ଚାଦର କେତେ ଥର ଧୂଆ ଯାଇଥାଏ? ରେଲଓ୍ବେ କଲା ଚମକାଇବା ଭଳି ଖୁଲାସା

ନୂଆଦିଲ୍ଲୀ,୨୫।୧୦: ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟଓ୍ବାର୍କ। ପ୍ରତିଦିନ କୋଟି କୋଟି ଲୋକ ଭାରତୀୟ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି। ଯଦି ଆପଣ...

ମୋଦି ଲଡୁ ନାମରେ ପ୍ରସିଦ୍ଧ ଏହି ମିଠା, ଏହାର ଓଜନ ଆଉ ମୂଲ୍ୟ ଜାଣିଲେ…

ଭାଗଲପୁର,୨୫।୧୦: ଆପଣ କେବେ ମୋଦି ଲଡୁ ଖାଇଛନ୍ତି କି? ଆପଣ ଜାଣନ୍ତି କି ମୋଦି ଲଡୁ କେଉଁଠାରେ ଉପଲବ୍ଧ? ଆପଣ ଏହାର ମୂଲ୍ୟ ଜାଣିଛନ୍ତି କି?...

Maternity Leave ସମୟରେ ପୁଣି ଗର୍ଭବତୀ ହେଲେ ମହିଳା, ଚାକିରିରୁ ବିଦା କରିବା ପଡିଲା ମହଙ୍ଗା!

ଲଣ୍ଡନ,୨୩।୧୦: ବ୍ରିଟେନର ଜଣେ ମହିଳା ମାତୃତ୍ୱ ଛୁଟିରୁ ଫେରିବା ପରେ ପୁଣିଥରେ ଗର୍ଭବତୀ ଥିବା ଜଣାପଡିଥିଲା। ଏହାପରେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା, କିନ୍ତୁ ତାଙ୍କୁ...

୫ ହଜାର ଫୁଟ ଉଚ୍ଚରେ ରହସ୍ୟମୟ ଗୁମ୍ଫା

ବେଜିଂ: ବିଶ୍ୱରେ ଏପରି ଅନେକ ପର୍ଯ୍ୟଟନସ୍ଥଳୀ ରହିଛି, ଯାହାର କିଛି ନା କିଛି ରହସ୍ୟ ରହିଛି। ଏହି ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଅନେକ ସଂଖ୍ୟାରେ ପର୍ଯ୍ୟଟକ ଭ୍ରମଣ...

ସ୍ତ୍ରୀଙ୍କୁ କାର୍‌ରେ ଦେଶ ବୁଲାଉଛନ୍ତି

ନୋଏଡା: ଉତ୍ତର ପ୍ରଦେଶର ନୋଏଡାରେ ରହୁଥିବା ଅବସରପ୍ରାପ୍ତ ଅଜୟ ତୋମାର (୬୨) ଓ ତାଙ୍କ ସ୍ତ୍ରୀ ସୁନୀତା ତୋମାର(୫୮) ସେମାନଙ୍କ କାର୍‌ରେ ସାରା ଭାରତ ଭ୍ରମଣ...

ସମୁଦ୍ରରେ ବିବାହ

ରିୟାଧ: ବିବାହକୁ ଅନନ୍ୟ ଓ ସ୍ମରଣୀୟ କରିବା ପାଇଁ ସମ୍ପ୍ରତି ଯୁବପିଢ଼ି ଅନେକ ପ୍ରକାରର ନୂତନ ଟ୍ରେଣ୍ଡ୍‌କୁ ଫଲୋ କରୁଛନ୍ତି। ନିକଟରେ ହାସନ୍‌ ଅବୁ ଅଲ୍‌-ଓଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri