ଭଣ୍ଡାରିପୋଖରୀ,୧୪।୧୧(ଡି.ଏନ୍.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମାଳଦା ବଜାରରୁ ଶନିବାର ରାତିରେ ଚୋରି ହୋଇଛି। ବିଭିନ୍ନ ଦୋକାନର ସ୍କାଏଲାଇଟ୍ ଭାଙ୍ଗି ଚୋରି ହୋଇଥିବା ଜଣାଯାଇଛି। ବଜାରର ଲୁଗା ଦୋକାନ ,ଜୋତା ଦୋକାନ , ମୋବାଇଲ ଦୋକାନରୁ ଚୋରମାନେ ଲକ୍ଷାଧିକ ଟଙ୍କା ସମେତ ବହୁ ସାମଗ୍ରୀ ଚୋରି କରିନେଇଥିବା ଥାନା ଅଭିଯୋଗ ହୋଇଛି। ଅଭିଯୋଗ ପରେ ସ୍ଥାନୀୟ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।