ଡରାଇଲାଣି ଭଦ୍ରକ, ସଙ୍ଗରୋଧ ଅପେକ୍ଷା ସ୍ଥାନୀୟ ସଂକ୍ରମିତ ବେଶି

ଭଦ୍ରକ ଅଫିସ,୨୪।୭: ଭଦ୍ରକ ଜିଲାରେ ଶୁକ୍ରବାର ୬୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୪ରେ ପହଞ୍ଚିଛି। ତେବେ ଏମାନଙ୍କ ମଧ୍ୟରୁ ୧୯ ସଙ୍ଗରୋଧ କେନ୍ଦ୍ରରୁ ରହିଥିବା ବେଳେ ୪୧ ସ୍ଥାନୀୟ ଅଞ୍ଚଳର ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Share