
ପ୍ରାୟତଃ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏକ ଗଛ ଭିତରେ କଣା କରି ପକ୍ଷୀମାନେ ରହିଛନ୍ତି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍ରେ ସେ ଲେଖିଛନ୍ତି, ”ସମ୍ପୁର୍ଣ୍ଣ କ୍ୱାରାଣ୍ଟାଇନ୍ର ତୁମ ପାଖେ ଭଲ ଚିତ୍ର ଅଛି କି? । ଏହି ଭିଡିଓ ଏବେ ଅଧିକ ଭାଇରାଲ ହେବାରେ ଲାଗିଛି“।
Do you have a better picture of getting totally quarantined
pic.twitter.com/KpVDa4YPZl
— Susanta Nanda (@susantananda3) August 25, 2020