ମହିଳାମାନେ ତାଙ୍କ ପାର୍ଟନରଙ୍କୁ ଲୁଚାଇଥାନ୍ତି ଏହି ୪ଟି କଥା

ଯେବେ ପାର୍ଟନରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥାଏ। ତେବେ ଜଣେ ଅନ୍ୟ ଜଣଙ୍କର ଯତ୍ନ ନେବା ସହ କଷ୍ଟ, ଖୁସି ବାଣ୍ଟିଥାନ୍ତି। ତେବେ ଏପରି କିଛି କଥା ଅଛି ଯାହା ଝିଅମାନେ ସେମାନଙ୍କ ପାର୍ଟନରଙ୍କ ସହ କେବେ ବାଣ୍ଟିବାକୁ ଚାହିଁ ନ ଥାନ୍ତି, ଜାଣନ୍ତୁ ସେ ସମ୍ପର୍କରେ…

ଯଦି ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥାଏ। ତେବେ ଏ ବିଷୟରେ ମହିଳାମାନେ କିଛି ଖୋଲିକରି କହି ନ ଥାନ୍ତି। ଏ ନେଇ କେହି ପଚାରିଲେ ସେମାନେ ବିରକ୍ତ ହୋଇ କିଛି ଜାଣି ନ ଥିବା କହିଥାନ୍ତିି। ଯଦି ଏପରି କିଛି ଦେଖୁଛନ୍ତି ଅବା ଶୁଣୁଛନ୍ତି, ତେବେ ସେ ଆପଣଙ୍କ ଉପରେ ରାଗିଛନ୍ତି ଏବଂ କିଛି କହିବାକୁ ଚାହୁଁ ନାହାନ୍ତି ବୋଲି ଜାଣି ରଖିବା ଉଚିତ।

ଅନେକ ସମୟରେ ମହିଳାମାନେ ପାର୍ଟନରଙ୍କୁ ନିଜ ଉପରେ ଧ୍ୟାନ ଦେଉ ନ ଥିବା କହିଥାନ୍ତି। ବାସ୍ତବରେ କିନ୍ତୁ ଏହା ହୋଇ ନ ଥାଏ।

ମହିଳାମାନେ ତାଙ୍କ ପାର୍ଟନରଙ୍କୁ ଦେଖିବା ମାତ୍ରେ ଯେତେ ଭଲ ଡ୍ରେସ ପିନ୍ଧିଥିଲେ ମଧ୍ୟ ବହୁତ ଖରାପ ଦେଖାଯାଉଥିବା କହିଥାନ୍ତି। ଏପରି କରିବାର ଉଦ୍ଦେଶ୍ୟ ଭଲ ଥାଏ। ସେ ଆପଣଙ୍କଠାରୁ ହୁଏତ କମ୍ପ୍ଲିମେଣ୍ଟ ଆଶା କରୁଥାଇ ପାରନ୍ତି।

ଅନେକ ସମୟରେ ମହିଳାମାନେ ପାର୍ଟନରଙ୍କୁ ନିଜ ପ୍ରଥମ ପ୍ରେମିକ ବୋଲି ଅଭିହିତ କରିଥାନ୍ତି। ମାତ୍ର ଅଧିକାଂଶ କ୍ଷେତ୍ରରେ ଏହା ହୋଇ ନ ଥାଏ। ଏପରି କରିବା ପଛରେ ଡର ଥାଏ ବୋଲି କୁହାଯାଇପାରେ। ସେ ବି ପାର୍ଟନରଙ୍କୁ ହରାଇବାର ଅଥବା ତାଙ୍କଠାରୁ ଦୂରେଇଯିବାର ଭୟଥାଏ। ଏଣୁ ଯଦି ଆପଣଙ୍କ ପାର୍ଟନର କିଛି ଲୁଚାଇବା ଆପଣ ପରେ ଜାଣିବାକୁ ପାଉଛନ୍ତି, ତେବେ ତାଙ୍କ ଚରିତ୍ରକୁ ସନ୍ଦେହ କରନ୍ତୁ ନାହିଁ। ସେ ହୁଏ ତ ହୃଦୟ ଦେଇ ଆପଣଙ୍କୁ ଭଲପାଉଥାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ୍‌ରେ ବି କ୍ରିସ୍‌ମସ୍‌ ଟ୍ରିକୁ ମୁଖ୍ୟଦ୍ୱାର ସମ୍ମୁଖରେ ରଖିବେ ନାହିଁ, ଜାଣନ୍ତୁ କେଉଁଠି ରଖିବା ଶୁଭ…

ଖୁସିର ପର୍ବ କ୍ରିସ୍‌ମସ୍‌ ଆସିଲେ ଚାରିଆଡ଼େ ସକାରାତ୍ମକ ତଥା ଉତ୍ସବର ପରିବେଶ ଖେଳିଯାଏ। ସେଥିପାଇଁ ପ୍ରଭୁ ଯୀଶୁଙ୍କର ଏହି ମହାନ୍‌ ପର୍ବକୁ ଏବେ ସବୁ ଧର୍ମର...

କ୍ରିସ୍‌ମସ୍‌ରେ ପ୍ରିୟଜନଙ୍କୁ କେଉଁ ଗିଫ୍ଟ ଦେବା ଶୁଭ,ଜାଣନ୍ତୁ…

ଆନନ୍ଦ ଉଲ୍ଲାସର ପର୍ବ କ୍ରିସ୍‌ମସ୍‌କୁ ବେଶ୍‌ ଉତ୍ସାହ ସହକାରେ ଚାରିଆଡ଼େ ପାଳନ କରାଯାଇଥାଏ। ଏହିଦିନ ଅନେକେ ପରସ୍ପରକୁ ଗିଫ୍ଟ ଦେଇ ସୁଖଦ ଭବିଷ୍ୟତର କାମନା କରିଥାନ୍ତି।...

୨୦୨୪ ଶେଷ ସପ୍ତାହରେ ଏହି ୬ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ହେବ ଧନ ବର୍ଷା

ଆଉ କିଛିଦିନ ପରେ ଆରମ୍ଭ ହେବ ଇଂରାଜୀ ନବବର୍ଷ। ଏବେ ଡିସେମ୍ବର ସରିବାକୁ ଯାଉଛି। ତେବେ ଏହି ମାସର ଶେଷ ସପ୍ତାହ ଅର୍ଥାତ୍‌ ୨୩ ଡିସେମ୍ବରରୁ...

ବିବାହ କରିବାକୁ ଯାଉଛନ୍ତି କି? ଜୀବନସାଥୀଙ୍କ ବିଷୟରେ ଏହି ୫ କଥା ଜାଣିନିଅନ୍ତୁ , ନଚେତ…

ମହାନ ରାଜନେତା ତଥା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଭାରତର ସମ୍ରାଟ କରିଥିଲେ। ତାଙ୍କର ନୀତି ମନୁଷ୍ୟ ଜୀବନକୁ ସରସ ସୁନ୍ଦର କରିବା...

ଖାଲି ପ୍ରେମ ନୁହେଁ, ପୁରୁଷସାଥୀଙ୍କ ଭିତରେ ଏସବୁ ଗୁଣକୁ ଖୋଜିଥାନ୍ତି ମହିଳା…

ଖାଲି ପ୍ରେମରେ କଥା ଚଳେନାହିଁ, ସମ୍ପର୍କକୁ ହୃଷ୍ଟପୃଷ୍ଟ କରିବା ଲାଗି ଅନେକ ଜିନିଷ ଲୋଡା। ବିଶେଷକରି ମହିଳାମାନେ ନିଜ ସାଥୀଙ୍କଠାରୁ ପ୍ରେମ ବ୍ୟତିତ ଅନ୍ୟ ଗୁଣକୁ...

ଶିଡ଼ି ତଳେ ଏସବୁ ରଖୁଛନ୍ତି କି? ମାଡ଼ି ଆସିବ ଦାରିଦ୍ରତା, ଘରେ ବଢ଼ିବ….

ସ୍ଥାନର ଅଭାବ ଯୋଗୁ କିଛି ଲୋକ ଶିଡ଼ି ତଳେ ଥିବା ଖାଲି ସ୍ଥାନକୁ ଜିନିଷ ରଖିବା ପାଇଁ ବ୍ୟବହାର କରିଥାନ୍ତି ତ ଆଉ କିଛି ଲୋକ...

ଶୀତଦିନେ କେମିତି ନେବେ କେଶର ଯତ୍ନ

ଶୀତଦିନେ ତ୍ୱଚା ଭଳି କେଶ ମଧ୍ୟ ରୁକ୍ଷ ହୋଇଯାଏ। ତେଣୁ ଏହାର ଉପଯୁକ୍ତ ଯତ୍ନ ନେବାକୁ ହେବ। ଏଥିପାଇଁ ଜାଣି ରଖନ୍ତୁ କିଛି ଟିପ୍ସ… -କେଶକୁ...

ତରକାରିରେ ଲୁଣ ଅଧିକ ହୋଇଯାଇଥିଲେ.. ଆପଣାନ୍ତୁ ଏହି ଉପାୟ

– ତରକାରିରେ ଯଦି ଲୁଣ ଅଧିକ ହୋଇଯାଇଥାଏ ତେବେ ସେଥିରେ କଞ୍ଚାଆଳୁକୁ କାଟି ପକାଇ ଦିଅନ୍ତୁ। ତରକାରିର ମାତ୍ରା ଅନୁସାରେ ଆଳୁ ଖଣ୍ଡେ ଅବା ୨ଖଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri