Categories: ଖେଳ

ଓଡ଼ିଶାରୁ ଭାଗନେବେ ୧୩ ପ୍ରତିଯୋଗୀ

ଭୁବନେଶ୍ୱର, ୨୫ା୩(କ୍ରୀଡ଼ା ପ୍ରତିନିଧି):  ହରିୟାଣାର କର୍ନଲଠାରେ ଜାତୀୟ ହ୍ବିଲଚେୟାର ଫେନ୍ସିଂ ପ୍ରତିଯୋଗିତା ଚଳିତ ମାସ ୨୫ରୁ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାରୁ ୧୩ ଜଣ ଖେଳାଳି ଅଂଶଗ୍ରହଣ କରିବେ।
ଓଡ଼ିଶା ପ୍ରତିଯୋଗୀ (ପୁରୁଷ): ଭି. ରମେଶ ରାଓ, ରାଖାଲ କୁମାର ସେଠୀ, ପବିତ୍ର ସାହୁ, ଅକ୍ଷୟ କୁମାର ସାହୁ, ଅମିୟ ରଞ୍ଜନ ତ୍ରିପାଠୀ, ନିକୁ ପ୍ରଧାନ, ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ। ମହିଳା: ମାଳତୀ ପନାଉରେ, ଶୀଲା ମନ୍ତ୍ରୀ, ମଧୁସ୍ମିତା ସାହୁ, କରିମୁନ ନିସା, ପୂଜାସ୍ବିନୀ ନାୟକ, ଆଶା ସିଂ। କୋଚ୍‌: ବଙ୍କିମ ଚନ୍ଦ୍ର ମହାନ୍ତି, ମ୍ୟାନେଜର: ପ୍ରଶାନ୍ତ କୁମାର ବେହେରା।

Share