ବଜ୍ରପାତରେ ଚାଲିଗଲା ୧୩ ଗୋରୁଙ୍କ ଜୀବନ

ଢେଙ୍କାନାଳ,୧୭ା୯(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକ ଆରଦା ଗ୍ରାମରେ ରବିବାର ମଧ୍ୟାହ୍ନରେ ବଜ୍ରପାତ ଘଟି ୧୩ଟି ଗୋରୁଙ୍କ ମୃତ୍ୟୁ ହୋଇଛି। ବର୍ଷା ହେଉଥିବା ବେଳେ ଗୋରୁପଲ ଏକ ପଡ଼ିଆ ନିକଟରେ ଥିବା ଗଛ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ୧୩ ଗୋରୁଙ୍କ ଜୀବନ ଚାଲିଯାଇଛି।

Share