ରେପ୍‌ସିନ୍‌ ଦେଖି ଖୁସି ହୁଅନ୍ତି ଏହି ଅଭିନେତା, କାରଣ ଜାଣିଲେ…

ବଲିଉଡ୍ ର ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକଙ୍କ ମଧ୍ୟରୁ ଭଗବାନ ଦାଦା ଅନ୍ୟତମ। ତେବେ ଏକଦା ତାଙ୍କୁ ଏକ ପ୍ରଶ୍ନ ପଚରା ଯାଇଥିଲା। ଯାହାର ଉତ୍ତର ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରଶ୍ନ ଥିଲା ଯେ, ଆପଣଙ୍କ ଜୀବନରେ କେବେ ସବୁଠାରୁ ଖୁସି ଅନୁଭବ କରିଛନ୍ତି ବା କରନ୍ତି? ଏହି ପ୍ରଶ୍ନର ଉତ୍ତରରେ ଭଗବାନ ଦାଦା ବହୁତ ଶାନ୍ତ ଭାବେ ଉତ୍ତର ଦେଇଥିଲେ। ଭଗବାନ ଦାଦା ଏହାର ଉତ୍ତରରେ କହିଥିଲେ, ‘ଯେତେବେଳେ ଜଣେ ଖଳନାୟକ ଫିଲ୍ମରେ ଜଣେ ନାୟିକାଙ୍କୁ ବଳାତ୍କାର କରିବାକୁ ଚେଷ୍ଟା କରୁଥାଏ ସେତେବେଳେ ମୁଁ ସବୁଠାରୁ ଖୁସି ହୁଏ । କାରଣ ସେ ଚିତ୍କାର କରି କହୁଥାନ୍ତି। ଛୋଡୋ ମୁଝେ, ମୋତେ ଛାଡିଦିଅ, ମୋତେ ଛାଡିଦିଅ, ଭଗବାନପାଇଁ ମତେ ଛାଡ଼ିଦିଅ। ଏହା ଶୁଣି ମୁଁ ବହୁତ ଖୁସି ଅନୁଭବ କରେ।

Share