Posted inଫୁରସତ

ସ୍କୁଲ ବ୍ୟାଗ୍‌ ଧରି ଟ୍ରାଫିକ୍‌ ମଝିରେ ଶୋଇ ଡ୍ୟାନ୍ସ କଲେ ଏହି ଝିଅ, ଭିଡିଓ ଦେଖିଲେ…

ଲୋକମାନଙ୍କର ସୋସିଆଲ ମିଡିଆ ନିଶା ଏତେ ଯେ, ସେମାନେ ପ୍ରସିଦ୍ଧ ହେବା ପାଇଁ ଏମିତି କିଛି ଭିଡିଓ କରୁଛନ୍ତି, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ସେମିତି ଜଣେ ସ୍କୁଲ ଛାତ୍ରୀଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଛି।

@GaurangBhardwa1 ନାମକ ଏକ ‘ଏକ୍ସ’ ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଯେଉଁଥିରେ ଜନଗହଳି ପୂର୍ଣ୍ଣ ଟ୍ରାଫିକ ମଝିରେ ଝିଅଟି ଶୋଇ ଡ୍ୟାନ୍ସ କରୁଛି। ଭିଡିଓ ଆରମ୍ଭରେ ଝିଅଟି ଏକ ସ୍କୁଲ ବ୍ୟାଗ୍‌ ନେଇ ଯାଉଥିବା ନଜର ଆସିଛନ୍ତି। ଏହା ପରେ ସେ ବ୍ୟାଗ୍‌ଟିକୁ ଫିଙ୍ଗି ଦେଇ ତା’ ପରେ ରାସ୍ତା ମଝିରେ ଶୋଇ ଡ୍ୟାନ୍ସ କରୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ଏହି ଝିଅ ଜଣକ ସମସ୍ତଙ୍କ ସାମ୍ନାରେ ଯେପରି ଭାବେ ଡ୍ୟାନ୍ସ କଲେ ସେମିତି କେହି କରିପାରିବେ ନାହିଁ। କାରଣ ଜନଗହଳି ପୂର୍ଣ୍ଣ ରାସ୍ତାରେ ସେମିତି ଡ୍ୟାନ୍ସ କରିବାକୁ ଅଦମ୍ୟ ସାହସ ଏବଂ ଦୃଢ଼ ମନୋବଳ ଦରକାର।

 

କାରଣ ଭିଡିଓରେ ଝିଅଜଣକ ଆପତ୍ତିଜନକ ଷ୍ଟେପ୍‌ରେ ଡ୍ୟାନ୍ସ କରିଛନ୍ତି। ରାସ୍ତାରେ ରେଡ ଲାଇନ ଅଛି, ଯେଉଁ କାରଣରୁ ଟ୍ରାଫିକ୍‌ ଅଟକି ଯାଇଛି। ସେ ଏହାର ସୁଯୋଗ ନେଇ ଟ୍ରାଫିକ୍‌ ସାମ୍ନାରେ ଡ୍ୟାନ୍ସ କରୁଛନ୍ତି। ସେଠାରେ ଉପସ୍ଥିତ ଥିବା ସମସ୍ତ ଅଟୋ ଚାଳକ, ବାଇକ୍‌ ଚାଳକ ଏବଂ କାର୍‌ ଚାଳକମାନେ ଏହି ଦୃଶ୍ୟ ଉପଭୋଗ କରୁଛନ୍ତି।

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧୧ ଲକ୍ଷ ଲୋକ ଦେଖିଥିବା ବେଳେ ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଏମିତି ପିଲାମାନଙ୍କ ଅଭିଭାବକ ସେମାନଙ୍କୁ ଅଟକାଉନାହାନ୍ତି କେମିତି? ଜଣେ କହିଛନ୍ତି, ଏହି ପିଲାମାନେ କେବଳ ଭାଇରାଲ ହେବା ପାଇଁ କିଛି ବି କରୁଛନ୍ତି। ଅନ୍ୟ ଜଣେ ୟୁଜର କହିଛନ୍ତି, ଏହି ପିଲାଙ୍କ ସ୍କୁଲ ମଧ୍ୟ ଖୋଲା ଅଛି, ତଥାପି ସେ ରାସ୍ତା ମଝିରେ ଆସି ଏପରି ଡ୍ୟାନ୍ସ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

ଜନ୍ମ ନେଲା ବାଇଗଣୀ ରଙ୍ଗର ଶିଶୁ, ସର୍ଜରୀରେ ଖର୍ଚ୍ଚ ହେଲା ୪୨ କୋଟି

ଲସ ଆଞ୍ଜେଲସ,୧୯।୧୨: ପିଲାଟିଏ ଜନ୍ମ ହେଲେ ସୁଖର କୌଣସି ସୀମା ନନ ଥାଏ। ଲସ ଆଞ୍ଜେଲ୍ସର ବାସିନ୍ଦା ଆଣ୍ଡାଲୁସିଆ ମେସା ମଧ୍ୟ ତାଙ୍କର ପ୍ରସବକୁ ନେଇ...

‘ଏକତା ହିଁ ସର୍ବୋପରି’

ଦେଶର ବିକାଶରେ ପ୍ରତିଟି ନାଗରିକଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍‌ ଭାବ ଏବଂ ଭାଇଚାରା ଦ୍ବାରା ଦେଶର ଏକତା ବୃଦ୍ଧି ହୋଇଥାଏ।...

୨୦୨୫ ରେ ଏହି ରାଶିର ବଢିବ ଆୟ, ଜାଣନ୍ତୁ କେତେ ଶୁଭ ରହିବ

ନୂଆ ବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ କିଛିଦିନ ବାକି ଅଛି। ଆସନ୍ତୁ ଜାଣିବା ୨୦୨୫ରେ ଆୟ, ବ୍ୟାପାର, କ୍ୟାରିୟର, ବୈବାହିକ ଜୀବନ ଏବଂ ସ୍ୱାସ୍ଥ୍ୟ...

ଶତାୟୁ ମହିଳାଙ୍କ ୭ ମହାଦେଶ ଭ୍ରମଣ

ସିଡ୍‌ନୀ: ଯଦି ମନରେ ଉତ୍ସାହ ଏବଂ ଉଦ୍ଦୀପନା ଥାଏ ତେବେ କୌଣସି ମଧ୍ୟ ଲକ୍ଷ୍ୟକୁ ଅତି ସହଜରେ ପୂରଣ କରାଯାଇପାରିବ। ୧୦୨ ବର୍ଷୀୟା ଡୋରୋଥୀ ସ୍ମିଥ୍‌ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri