ନିଲାମ ହେଲା ଏହି ଅଭିନେତ୍ରୀ ଫଟୋ,କେତେ ଟଙ୍କାରେ ଜାଣିଲେ…

ସାରା ବିଶ୍ବରେ ନିଜ ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଥିବା ହଲିଉଡ ଅଭିନେତ୍ରୀ ମର୍ଲିନ ମୁନରୋଙ୍କର ଏକ ପୋଟ୍ରେଟ ୧୫୦୦ କୋଟି ଟଙ୍କାରେ ବିକ୍ରି ହୋଇଛି । ହେଲେ ଅଭିନେତ୍ରୀଙ୍କ ଏହି ପେଣ୍ଟିଂ ୧୯୬୪ ମସିହାର। ଯାହାକୁ ନିଲାମ କରାଯାଇଥିଲା । ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
ଏକ ରିପୋର୍ଟ ଅନଯାୟୀ, ନିଲାମୀରେ କେହି ମର୍ଲିନ ମୁନରୋଙ୍କର ସେହି ୬୮ ବର୍ଷ ପୁରୁଣା ପେଣ୍ଟିଂକୁ କିଣିଥିଲେ । କୁହାଯାଉଛି କି ମର୍ଲିନଙ୍କର ପେଣ୍ଟିଂ ଏ ପର୍ଯ୍ୟନ୍ତ କିଣାଯାଇଥିବା ସବୁଠୁ ଦାମୀ ଆମେରିକାନ ଆର୍ଟ ଅଟେ । ତେବେ ପେଣ୍ଟିଂକୁ ୧୫୦୦ କୋଟିରେ କିଏ କିଣିଛି ସେ ନେଇ କୌଣସି ଖବର ମିଳିପାରିନାହିଁ ।

Share