Posted inVideo

This is how you can keep your kidneys healthy | କିଡନୀକୁ କେମିତି ରଖିବେ ସୁସ୍ଥ

Featured Video Play Icon

Kidneys have a significant role to play in protecting our health. In turn, it is important for us to protect our kidneys. In human body, they excrete a variety of waste products produced by metabolism into the urine. At a time, when kidney related ailments are on a rise, we must learn how to keep them safe. Here is how you can do it.

କିଡନୀ ଆମ ଶରୀରରେ ରକ୍ତକୁ ସଫା କରିଥାଏ। ଏହାସହ ପରିସ୍ରା ଦ୍ବାରା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ। ରାଜ୍ୟରେ ଦିନକୁ ଦିନ କିଡନୀ ସମସ୍ୟା ବଢିବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ଆମେ କିଡନୀକୁ ସୁସ୍ଥ ରଖିବା କେମିତି…


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri