Categories: Video

This is how you can keep your kidneys healthy | କିଡନୀକୁ କେମିତି ରଖିବେ ସୁସ୍ଥ

Kidneys have a significant role to play in protecting our health. In turn, it is important for us to protect our kidneys. In human body, they excrete a variety of waste products produced by metabolism into the urine. At a time, when kidney related ailments are on a rise, we must learn how to keep them safe. Here is how you can do it.

କିଡନୀ ଆମ ଶରୀରରେ ରକ୍ତକୁ ସଫା କରିଥାଏ। ଏହାସହ ପରିସ୍ରା ଦ୍ବାରା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ। ରାଜ୍ୟରେ ଦିନକୁ ଦିନ କିଡନୀ ସମସ୍ୟା ବଢିବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ଆମେ କିଡନୀକୁ ସୁସ୍ଥ ରଖିବା କେମିତି…