ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ହସିହସି ଗଡ଼ିଯିବେ ଯିବେ। ଭିଡିଓରେ ଏକ ମାଙ୍କଡ଼କୁ ବରଫ ପାହାଡ଼ରେ ଥିବା ଦେଖିବାକୁ ମିଳିଛି। ବରଫ ପଡ଼ୁଥିବା କାରଣରୁ ତାକୁ ଶୀତ ହେଉଛି। ନିଜକୁ ଶୀତରୁ ରକ୍ଷା ପାଇଁ ସେ ବିଭିନ୍ନ କୌଶଳ ଆପଣାଇ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି।
The lovable Snow Monkey 💚
The Japanese macaque, known as the snow monkey is a terrestrial monkey species native to Japan.
Some live in areas where snow covers the ground for months each year. No other non-human primate is more northern-living, nor lives in a colder climate. pic.twitter.com/4LKGAuw9hr
— Susanta Nanda (@susantananda3) August 24, 2020