Categories: Video

This is what happens to costumes of actors । ଫିଲ୍ମରେ କଳାକାର ପିନ୍ଧୁଥିବା ଡ୍ରେସ ହୁଏ କଣ

In this episode of ‘Cine Jhalak’, we share with you some interesting facts like who is playing the eponymous character in the biopic on India’s women’s cricket team captain Mithali Raj, what makes ‘Khiladi’ star Akshyay Kumar sorrowful these days, why Rashmi-Arhan in ‘Big Boss 13’ are in the centre of all gossiping, what happens to the costumes that actors and actresses wear in films, and last but not the least, why fans of Deepika and Ranbir would not see the jodi on silver screen any more.

ସିନେ ଝଲକର ଏହି ଏପିସୋଡରେ ଆମେ ଦେଖିବା ମହିଳା କ୍ରିକେଟ ଟିମ୍‌ର କ୍ୟାପଟେନ ମିତାଲି ରାଜଙ୍କ ବାୟୋପିକରେ କିଏ ଆସିବେ ନଜର। ଖିଲାଡି ବୟ ଅକ୍ଷୟ କୁମାରଙ୍କ ଦୁଃଖ କଣ। ବିଗ ବସ୍ ୧୩ ରେ ରଶ୍ନୀ–ଅରହାନଙ୍କୁ ନେଇ କାହିଁକି ହେଉଛି ଚର୍ଚ୍ଚା। ଫିଲ୍ମରେ ଅଭିନେତା ଅଭିନେତ୍ରୀ ପିନ୍ଧୁଥିବା ଡ୍ରେସ ହୁଏ କଣ ? ଏବଂ ଶେଷରେ ଦେଖିବା କେଉଁ କାରଣ ଲାଗି ଦୀପିକା ଓ ରଣବୀରଙ୍କ ଯୋଡିଙ୍କୁ ପରଦାରେ ଦେଖିବାକୁ ପାଇବେନି ଦର୍ଶକ।