ବଲିଉଡ୍‌ରେ ଡେବ୍ୟୁକୁ ନେଇ ଏଭଳି କହିଲେ ଅଭିନେତା

ସାଉଥ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ମହେଶ ବାବୁ ବେଶ୍‌ ଜଣାଶୁଣା ଆକ୍ଟର। ନିକଟରେ ଅଭିନେତାଙ୍କୁ ଏକ ସାକ୍ଷାତକାରରେ ବଲିଉଡ୍‌ରେ ଡେବ୍ୟୁ କରିବା ଉପରେ ପଚରାଯାଇଥିଲା। ଯାହାର ଉତ୍ତରରେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି।
ଅଭିନେତା କହିଛନ୍ତି, ହିନ୍ଦୀ ଫିଲ୍ମ କରିବାର କୌଣସି ଆବଶ୍ୟକତା ନାହିଁ କାରଣ ତେଲୁଗୁ ଫିଲ୍ମ ବି ମଧ୍ୟ ସାରା ଦେଶରେ ଦେଖାଯାଉଛି। ମୋତେ ହିନ୍ଦୀ ଫିଲ୍ମରେ ଅଭିନୟ କରିବାର ଆବଶ୍ୟକତା ନାହିଁ । ଏହା ବ୍ୟତୀତ ସେ ତେଲୁଗୁ ଫିଲ୍ମ କରିବାକୁ କମିଟେଡ ବୋଲି ସେ କହିଛନ୍ତି।

Share