Categories: ଫୁରସତ

ପ୍ରେମିକାଙ୍କ ପାଇଁ ଲଣ୍ଡା ହେଲେ ପ୍ରେମିକ: କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ପ୍ରେମ ଲୋକଙ୍କୁ ବହୁତ କିଛି ସିଖାଇଦେଇଥାଏ। କୁହାଯାଏ ପ୍ରେମର ଅନ୍ୟ ନାମ ହେଉଛି ତ୍ୟାଗ। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ପ୍ରେମିକାଜଣଙ୍କ ଆଲୋପେସିଆ ରୋଗରେ ପୀଡିତ ଅଛନ୍ତି। ତାଙ୍କ କେଶ ଛଡିଯାଉଛି। ତେଣୁ ପ୍ରେମିକ ତାଙ୍କ କଷ୍ଟକୁ ଦୂର କରିବା ପାଇଁ ପ୍ରେମିକାଙ୍କର ସମସ୍ତ କେଶକୁ କାଟିଦେଉଛନ୍ତି। ଏହା ପରେ ସେ ନିଜେ ମଧ୍ୟ ଲଣ୍ଡା ହୋଇଯାଉଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଏହାକୁ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି।

Share